ସେକ୍ସ ରାକେଟ୍ ଠାବ, ୪ ଅଟକ

ବାଲେଶ୍ୱର : ଜଳେଶ୍ୱରରୁ ସେକ୍ସ ରାକେଟ୍ ଠାବ କରାଯାଇଛି। ଏକ ହୋଟେଲରେ ଚାଲିଥିବା ଏହି ବ୍ୟବସାୟ ସମ୍ପର୍କରେ ପୋଲିସ ଖବର ପାଇ ଚଢଉ କରିବା ସହିତ ଜଣେ ଗ୍ରାହକ, ହୋଟେଲ ମ୍ୟାନେଜର ଓ ଦୁଇ ଜଣ ମହିଳାଙ୍କୁ ଅଟକ ରଖିଥିବା ଜଣାପଡିଛି। ଖବର ଅନୁଯାୟୀ ଜଳେଶ୍ୱର ବଜାରର ଏହି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା। ଏହାକୁ ଧରିବା ପାଇଁ ପୋଲିସ ଯୋଜନା ପ୍ରସ୍ତୁତ କରିଥିଲା। ସଠିକ ସୂଚନା ମିଳିବା ପରେ କରଯାଇଥିଲା ଅତର୍କିତ ଚଢ଼ଉ। ଯାହା ଫଳରେ ଦେହ ବେପରରେ ସପୃକ୍ତମାନେ ଧରାପଡିଥିଲେ।

ମତାମତ ଦିଅନ୍ତୁ ।