ସେକ୍ସ ରାକେଟ୍ ଠାବ, ଗେଷ୍ଟ୍ ହାଉସ୍ ମାଲିକ ଅଟକ

ଢେଙ୍କାନାଳ : କରୋନା କଟକଣା ସମୟରେ ଢେଙ୍କାନାଳ ସହରର ଶାସନ ଅଂଚଳରୁ ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଓଁମ ଶିଦ୍ଧଶ୍ୱରୀ ଗେଷ୍ଟ ହାଉସ ଉପରେ ଟାଉନ ପୋଲିସ ଚଢ଼ଉ କରି ଜଣେ ବଙ୍ଗୀୟ ଯୁବତୀଙ୍କ ସହିତ ଗେଷ୍ଟ ହାଉସ ମାଲିକ ବାପ-ପୁଅଙ୍କୁ ଅଟକ ରଖିଛି। ତେବେ ଚଢ଼ଉ ବେଳେ ଗ୍ରାହକମାନେ ଖସି ପଳାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।