ସେନା ଗୁଳିରେ ହିଜବୁଲ୍‌ କମାଣ୍ଡର ସୈଫୁଲ୍ଲା ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳ ଓ ପୋଲିସର ମିଳିତ ଅପରେସନ୍‌ରେ ହିଜବୁଲ ମୁଜାହିଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛି। ଏହି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ।

ଖବର ଅନୁଯାୟୀ ଜାମ୍ମୁ କାଶ୍ମୀରରେ ୩ ଜଣ ବିଜେପି ନେତାଙ୍କ ହତ୍ୟା ପଛରେ ସୈଫୁଲ୍ଲାର ହାତ ଥିଲା। ରଂଗରେତ ଅଞ୍ଚଳରେ ସେନା ଓ ଆତଙ୍କବାଦୀ ଗୁଳି ବିନିମୟ ସମୟରେ ସୈଫୁଲ୍ଲାର ମୃତ୍ୟୁ ହୋଇଥିବା ତାର ଜଣେ ସହଯୋଗୀକୁ ଜୀବିତ ଧରିବାରେ ସେନା ସଫଳ ହୋଇଛି।

ମତାମତ ଦିଅନ୍ତୁ ।