Breaking Newsରାଜ୍ୟ

ସହକାରୀ ବନ୍ୟ ସଂରକ୍ଷକ କରୋନା ପଜିଟିଭ

ବାଲେଶ୍ୱର : ବାଲେଶ୍ୱର ସହକାରୀ ବନ ସଂରକ୍ଷକ କରୋନା ପଜିଟିଭ। ଏହା ଜଣାପଡିବା ପରେ ଆଜିଠାରୁ ଦୁଇଦିନ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଓ ଆସନ୍ତାକାଲି ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ସେଥିପାଇଁ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କ ପ୍ରବେଶ ଉପରେ ବନବିଭାଗ କଟକଣା ଜାରି କରିଛି।

ମତାମତ ଦିଅନ୍ତୁ ।

Back to top button