ନୂଆଦିଲ୍ଲୀ : ଆସନ୍ତା କାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହି ପରୀକ୍ଷାଫଳ ସିବିଏସଇର ଅଫିସିଆଲ ଓ୍ୱେବସାଇଟ୍ (cbseresults.nic.in) ଓ ସରକାରଙ୍କ ଓ୍ୱେବସାଇଟ (results.gov.in.)ରେ ଉପଲବ୍ଧ ହେବ। ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
2020-07-14