ସିଝା ଅଣ୍ଡା ଖାଇବାର ଫାଇଦା କ’ଣ ?

0

ଆଜି ଆମେ ଆପଣଙ୍କୁ ଏହିପରି ତିନୋଟି ଜିନିଷ ବିଷୟରେ କହିବୁ ଯାହାକୁ ପୁରୁଷମାନେ ଦୈନନ୍ଦିନ ମାନିବା ଉଚିତ୍। ଏହାକୁ ଖାଇବା ଦ୍ଵାରା ଶାରୀରିକ ଦୁର୍ବଳତା ସର୍ବଦା ଦୂରେଇ ରହିବ।

୧- ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ତେବେ ଏହାକୁ ନିୟମିତ ଖାଇବାକୁ ନିଶ୍ଚିତ କରନ୍ତୁ। ଅଣ୍ଡାରେ ସମସ୍ତ ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀର ପାଇଁ ଜରୁରୀ ଅଟେ। ଅଣ୍ଡାର କେସରରେ ମିଳୁଥିବା ଫ୍ୟାଟି ଏସିଡ୍ ନାମକ ଏକ ଉପାଦାନ ଶରୀରରେ କୋଲେଷ୍ଟ୍ରଲ୍ର ପରିମାଣକୁ ନିୟନ୍ତ୍ରଣ କରିବ ସହିତ ରକ୍ତଚାପ ଓ ହୃଦଘାତ ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ। ପ୍ରତିଦିନ ଜିମ ଯାଉଥିବା ବ୍ୟକ୍ତି ଓ କସରତ କରୁଥିବା ବ୍ୟକ୍ତି ଅଣ୍ଡା ନିହାତି ଖାଇବା ଉଚିତ।

୨- ପୁରୁଷମାନେ ନିୟମିତ ଭାବରେ ଖଜୁରୀ ଖାଇବା ଉଚିତ୍। କାରଣ ଖଜୁରୀରେ ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କୁ ଶକ୍ତିଶାଳୀ କରିପାରିବ। ଖଜୁରୀ କୋଳିରେ ମିଳୁଥିବା କ୍ୟାଲସିୟମ ଓ ଭିଟାମିନ୍ ଆମ ଶରୀରର ଶାରୀରିକ ଦୁର୍ବଳତାକୁ ଦୂର କରିଥାଏ। ପ୍ରତିଦିନ ସକାଳେ କ୍ଷୀର ସହିତ ଜଳଖିଆରେ ଖଜୁରୀ କୋଳି ଖାଇବା ସବୁଠାରୁ ଉପଯୋଗୀ।

୩- ଶାରୀରିକ ଦୁର୍ବଳତାକୁ ସର୍ବଦା ଦୂରରେ ରଖିବା ପାଇଁ ପ୍ରତିଦିନ ସକାଳେ ଜଳଖିଆରେ କ୍ଷୀର ଓ କଦଳୀ ଖାଇବା ଅତ୍ୟନ୍ତ ଲାଭଦାୟକ।। କ୍ଷୀର ଓ ବନ୍ଧାକୋବିରେ କ୍ୟାଲସିୟମ୍, ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ରହିଛି। ଯାହା ଶରୀରକୁ ଶକ୍ତିଶାଳୀ କରିବା ସହିତ ଅପାର ଶକ୍ତି ଯୋଗାଇଥାଏ।

୪- ମହୁ ଖାଇବା ଆମ ଶରୀର ପାଇଁ ଖୁବ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ ଓ ଖଣିଜ ଲବଣ ରହିଥାଏ। ଯାହାକି ଆମ ଶରୀରରୁ ଅନେକ ଦୁର୍ବଳତା ଦୂର କରେ। ଏହାଛଡା ମହୁ ଆମର ଇମୁୟୁନିଟି ଶକ୍ତିକୁ ବଢ଼ାଇଥାଏ।

Leave A Reply

Your email address will not be published.