ଶିଶିର କୁମାର ରଥୋ ନୂଆ ପିସିସିଏଫ

0

ଭୁବନେଶ୍ଵର : ବରିଷ୍ଠ ଆଇଏଫଏସ ଅଫିସର ଶିଶିର କୁମାର ରଥୋ ହେଲେ ନୂଆ ପିସିସିଏଫ। ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲଙ୍କ ଅବସର ପରେ ପିସିସିଏଫ ପଦ ଖାଲି ପଡିଥିଲା। ସେହି ପଦରେ ଶ୍ରୀ ରଥୋଙ୍କୁ ନିଯୁକ୍ତ ମିଳିଛି।

ଶିଶିର କୁମାର ରଥୋ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫଏସ ଅଫିସର। ଜଙ୍ଗଲ ବିଭାଗର ପିସିସିଏଫ ସହ ତାଙ୍କୁ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.