ଶ୍ରୀମନ୍ଦିର ବରାଦ ଅବଢା ଉପରେ କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ବରାଦି ମହାପ୍ରସାଦ ଉପରେ କଟକଣା ଲାଗୁ କରାଯାଇଛି। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢା ରନ୍ଧା ହେବ। ଏହି ଅବଢା ଆନୁମାନିକ ହଜାରେ କିମ୍ବା ଦେଢହଜାର ଲୋକଙ୍କ ପାଇଁ ରନ୍ଧା ହେବ ହେବ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସୂଚନା।

ମତାମତ ଦିଅନ୍ତୁ ।