ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଛାତ୍ରନେତା

ଭୁବନେଶ୍ଵର : ଜଗତସିଂହପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ସମିତ୍ କୁମାର ଲେଙ୍କା ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ସେ ମା’ ଶାରଳାଙ୍କ ମନ୍ଦିର ବାହାରେ ରାତ୍ରି ଯାପନ କରୁଥିବା ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ। ତାଙ୍କର ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପସନ୍ଦ କରିଥିବା ବେଳେ ଅନ୍ୟମାନେ ଏପରି କରିବା ଉଚିତ ବୋଲି ମତ ଦେଇଛନ୍ତି।

ମତାମତ ଦିଅନ୍ତୁ ।