April 3, 2020

ଶ୍ରୀମନ୍ଦିରର ୨୮୭ କୋଟି ଟଙ୍କା ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କରେ ରହିବ

ଭୁବନେଶ୍ଵର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୨୮୭ କୋଟି ଟଙ୍କା ୬.୨୬ % ସୁଧ ହାରରେ ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କରେ ରହିବ। ଦୁଇ ବ୍ୟାଙ୍କରେ ଜମା ଟଙ୍କାର ୫୦% ଲେଖାଁ ଅଂଶଧନ ଜମା ରହିବ। ପୂର୍ବରୁ ଟେଣ୍ଡର କରାଯାଇ ୟୁନିୟନ ବ୍ୟାଙ୍କରେ ୫.୭୫% ସୁଧରେ ଟଙ୍କା ଜମା ରଖିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସୁଧ ହାର କମିବାରୁ ପୁଣି ଖୋଲା ଟେଣ୍ଡର ଡକାଯାଇ ଏହି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *