April 3, 2020

ରାଜ୍ୟରେ ଚିହ୍ନଟ ହେଲା ତୃତୀୟ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ଫଳରେ କରୋନା ପଜିଟିଭଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍‌ର ପେଜରେ ଏହି ସୂଚନା ଦିଆଯାଇଥିବା ବେଳେ ପଜିଟିଭ ବ୍ୟକ୍ତି ଜଣଙ୍କ ଭୁବନେଶ୍ଵରର ବୋଲି ଜଣାପଡିଛି। ପୂର୍ବରୁ ରାଜ୍ୟରେ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏବେ ସେ ଦୁଇଜଣ ଚିକିତ୍ସାଧୀନ ଥିବା ବେଳେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି।

Leave a Reply

Your email address will not be published. Required fields are marked *