April 3, 2020

ହାଇସ୍କୁଲ ପଡ଼ିଆକୁ ଗଲା ୟୁନିଟ୍-୧ ହାଟ

ଭୁବନେଶ୍ୱର : କୋରନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ବଜାୟ ନରହିବାରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟକୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତକାଲି ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଭିଡ଼ ବଢ଼ିବାରୁ କଟକର ଛତ୍ରବଜାର ପରିବା ମାର୍କେଟକୁ ବାଦାମବାଡ଼ିକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *