୫ ବର୍ଷର ଶିଶୁ କରୋନା ପଜିଟିଭ

ଭୁବନେଶ୍ଵର : ଝାରସୁଗୁଡାରେ ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଏନେଇ ସୂଚନା ଦେଇଛନ୍ତି। ଏଇ ଶିଶୁଟି ନିଜ ପରିବାର ସହ ଆଗ୍ରାରୁ ଫେରିଥିଲେ। ବାହାର ରାଜ୍ୟରୁ ଆସିଥିବାରୁ ଶିଶୁଟିର ସ୍ୱାବ ପରୀକ୍ଷା କରାଯାଇଥିଲା।

ମତାମତ ଦିଅନ୍ତୁ ।