ରବିବାରରୁ ପାର୍କ ଖୋଲିବ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ସକାଳ ୭ରୁ ୧୦ଟା ଯାଏଁ ସମସ୍ତ ପାର୍କ ଖୋଲିବ। ତେବେ ପାର୍କରେ ସାମାଜିକ ଦୂରତା ଉପରେ ନଜର ରଖାଯିବ। ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ମତାମତ ଦିଅନ୍ତୁ ।