କୁଞ୍ଜବନଗଡ଼କୁ କଳା ଗ୍ରାମ ଘୋଷଣା କଲେ ସରକାର

ନୟାଗଡ : ଦଶପଲ୍ଲାର କୁଞ୍ଜବନଗଡ଼ ଗ୍ରାମକୁ ରାଜ୍ୟ ସରକାର କଳା ଗ୍ରାମ ରୂପେ ଘୋଷଣା କରିଛନ୍ତି। ଆଜି ଦଶପଲ୍ଲାର ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଡ. ପୋମା ଟୁଡୁ, ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶଶୀଭୁଷଣ ଶତପଥୀ, ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ, ଦଶପଲ୍ଲା ଘ. ଇ.ଉ ଅଧ୍ୟକ୍ଷା ବବିତା ସାହୁ ଓ ସ୍ଥାନୀୟ ତହସିଲଦାର ପ୍ରମୋଦ ଦଳବେହେରା ଯୋଗ ଦେଇଥିଲେ।

ମତାମତ ଦିଅନ୍ତୁ ।