ବିଧାୟିକା ଭାବେ ରୀତା ସାହୁଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ବିଜେପୁରର ବିଜେଡି ବିଧାୟିକା ରୀତା ସାହୁ ବୁଧବାର ପୂର୍ବାହ୍ନରେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଜେପୁର ଉପନିର୍ବାଚନରେ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ବିଜୟୀ ହୋଇଥିଲେ।

ମତାମତ ଦିଅନ୍ତୁ ।