ଶୁକ୍ରବାର ସ୍କୁଲ ଓ କଲେଜ୍ ଛୁଟି

ଭୁବନେଶ୍ଵର : ପଞ୍ଚାୟତିରାଜ ଦିବସ ପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ ରହିବ। ଗୁରୁବାର ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ସବୁ ବିଶ୍ଵ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅଧିନ ସମସ୍ତ ଡିଗ୍ରୀ କଲେଜ୍ ଛୁଟି ରହିବ। କାଲିର ଛୁଟି ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button