ସୁନା ଓ ରୂପା ଦାମ୍ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଆଜି ସୁନା ଓ ରୂପା ମୂଲ୍ୟ ବୃଦ୍ଧି ହୋଇଛି। ସୁନା ୦.୪୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୧୦ ଗ୍ରାମ ପିଛା ମୂଲ୍ୟ ହୋଇଛି ୫୫,୦୪୦ ଟଙ୍କା। ସେହିପରି ରୂପାର ମୂଲ୍ୟ ୧.୪୩ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତି କିଲୋଗ୍ରାମ ଦାମ ହୋଇଛି ୭୫,୨୨୦ ଟଙ୍କା।

ମତାମତ ଦିଅନ୍ତୁ ।