ସୁନା-ରୁପା ଦାମ୍ ତଳକୁ ଖସିଲା

0

ନୂଆଦିଲ୍ଲୀ : ଦେଶରେ ସୁନା ଓ ରୁପା ଦର ପୁଣି ତଳକୁ ଖସିଛି। ଗୁରୁବାର ଦିନ ଏମସିଏକ୍ସରେ ସୁନା ୧୮୦ ଟଙ୍କା ହ୍ରାସ ପାଇଥିବା ବେଳେ ୧୦ ଗ୍ରାମର ମୂଲ୍ୟ ହୋଇଛି ୪୪ ହଜାର ୭୬୮ ଟଙ୍କା। ସେହିପରି ରୁପା ଦର ୫୨୭ ଟଙ୍କା କମିଛି। କିଲୋ ପ୍ରତି ଦାମ ୬୭ ହଜାର ୪୭୩ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.