ସୁନା-ରୂପା ଦର ତଳକୁ ଖସିଲା

ନୂଆଦିଲ୍ଲୀ : ସୁନା-ରୂପା ଦର କମିଲା। ଆଜି ସୁନାର ୧୦ ଗ୍ରାମ ଦାମ ୮୬୧ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା କିଲୋଗ୍ରାମ ମୂଲ୍ୟରେ ୧,୭୦୯ ଟଙ୍କା କମିଛି। ଚଳିତ ସପ୍ତାହରେ ସୁନା ଦର ୯୦୦ ଟଙ୍କା ଓ ରୂପା ୧୫୦୦ ଟଙ୍କାରୁ ଅଧିକ କମିଥିଲା।

ଏମସିଏକ୍ସର ସୂଚନା ଅନୁଯାୟୀ ସୁନା ଓ ରୂପାର ଦାମ ୧.୭୫ ପ୍ରତିଶତରୁ ଅଧିକ ଖସିଛି। ଗୁରୁବାର ସୁନା ଦର ୯୦୦ ଟଙ୍କା ହ୍ରାସ ପାଇବାରୁ ପ୍ରତି ୧୦ ଗ୍ରାମ ମୂଲ୍ୟ ରହିଛି ୪୭ ହଜାର ୬୦୦ ଟଙ୍କା। ସେହିପରି ରୂପାର କିଲୋଗ୍ରାମ ପିଛା ଦର ୬୯୯୯୦ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.