ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସମାଲୋଚନା କରି ଯୁବକ ଗିରଫ

ଭୁବନେଶ୍ୱର : ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେଙ୍କ ପ୍ରତି କଟୁ ମନ୍ତବ୍ୟ ସୋଶାଲ ମିଡିଆରେପୋଷ୍ଟ କରିଥିବା ଓଡ଼ିଆ ଯୁବକ ଗିରଫ। ଅଭିଯୁକ୍ତ ଦାରା ସେନାର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି। ଓଡ଼ିଶା କ୍ରାଇମବ୍ରାଞ୍ଚ ତାଙ୍କୁ ଦିଲ୍ଲୀରୁ ଗିରଫ କରି ବାଲେଶ୍ୱର ସହଦେବଖୁଣ୍ଟା ପୋଲିସକୁ ହସ୍ତାନ୍ତର କରିଛି। ଥାନାରେ ତାଙ୍କୁ ପୁଲିସ ଘନଘନ ଜେରା କରୁଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମନ୍ତବ୍ୟ ଦେଇଥିଲେ ଯୁବକ।

ମତାମତ ଦିଅନ୍ତୁ ।