ଏଣିକି ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ
ଭୁବନେଶ୍ୱର : ଏଣିକି ଫାର୍ମାସିଷ୍ଟମାନେ ରୋଗୀର ଚିକିତ୍ସା କରି ଔଷଧ ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବହୁ ଲାଇସେନ୍ସ ପ୍ରାପ୍ତ ଫାର୍ମାସିଷ୍ଟ ସ୍ୱାଗତ କରିଥିବା ବେଳେ କିଛି ବର୍ଷ ପୂର୍ବରୁ ଏହା ହେବାର ଥିଲା ବୋଲି କେତେକ କହିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। କେଉଁଠି ଡାକ୍ତର ନାହାଁନ୍ତି ତ ଆଉ କେଉଁଠି ଡାକ୍ତରଖାନାର ଷ୍ଟାଫଙ୍କର ରହିଛି ଅଭାବ। ସେହିପରି କିଛି ମେଡ଼ିକାଲ…