ତାଳଚେର ବିଧାୟକଙ୍କୁ କରୋନା

ଭୁବନେଶ୍ଵର : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ଵିଟ୍‌ କରି ଏହି ସୂଚନା ଦେଇଥିବା ବେଳେ ସୁସ୍ଥ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି। ଡାକ୍ତରଙ୍କ ପରାମର୍ଶ ପରେ ବିଧାୟକ ଶ୍ରୀ ପ୍ରଧାନ ଭୁବନେଶ୍ଵର କ୍ଵାର୍ଟର୍ସରେ ସଙ୍ଗରୋଧରେ ରହିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ମତାମତ ଦିଅନ୍ତୁ ।