ଥାନା ହାଜତରେ ମୃତ୍ୟୁ : ୨ ନିଲମ୍ବିତ

0

ବ୍ରହ୍ମପୁର : ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାରେ ଏଏସଅଇ ପି.ସି ଆଚାର୍ଯ୍ୟ ଓ କନଷ୍ଟେବଲ ସେଣ୍ଟ୍ରି ଡି.ପି ଜେନା ନିଲମ୍ବିତ। ଆଇଆଇସିଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଗୋପାଳପୁର ଆଇଆଇସି ବିବେକାନନ୍ଦ ମହାନ୍ତଙ୍କୁ ଗୋଳନ୍ଥରା ଥାନାକୁ ବଦଳି ହୋଇଛି।

ସୂଚନାଯୋଗ୍ୟ ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଭିତରେ ହାଜତରୁ ଅଭିଯୁକ୍ତ ଗଣେଶ ଡାକୁଆଙ୍କ ମୃତଦେହ ମିଳିଥିଲା। ତାଙ୍କ ଘର ରଙ୍ଗିପୁର ଗାଁରେ। ଏକ ଗଣ୍ଡଗୋଳ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ହଜାତରେ ରଖିଥିଲା।

Leave A Reply

Your email address will not be published.