ଟିକା ନେବାକୁ ଶନିବାରରୁ ପଞ୍ଜିକରଣ କରିପାରିବେ ପ୍ରାପ୍ତବୟସ୍କ

0

ଭୁବନେଶ୍ଵର : ଆସନ୍ତା ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକା ଦିଆଯିବ।

ଗୁରୁବାର ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ ଅଥରିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌. ଏସ୍‌. ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଟିକା ନେବାପାଇଁ ଶନିବାରଠାରୁ ‘କୋଓ୍ଵିନ୍‌ ପ୍ଲାଟ୍‌ଫର୍ମ’ରେ ନାମ ପଞ୍ଜିକରଣ କରିବାକୁ ପଡିବ। ଟିକାକରଣ ପ୍ରକ୍ରିୟା ଓ ଏଥିପାଇଁ ଆବଶ୍ୟକ କାଗଜପତ୍ର ପୂର୍ବଭଳି ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.