ତିର୍ତ୍ତୋଲ ଥାନା ଏସଆଇ ନିଲମ୍ବିତ

ଭୁବନେଶ୍ୱର : ଜଗତସିଂହପୁର ତିର୍ତ୍ତୋଲ ଥାନା ଏସଆଇ ଅନିରୁଦ୍ଧ ନାଏକଙ୍କୁ ନିଲମ୍ବିତ। ନୂଆଗାଁର ରଶ୍ମିକାନ୍ତ ସାହୁଙ୍କୁ ମାଡ ମାରିବା ଘଟଣାରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଗତ ୧୨ ତାରିଖରେ ଜମିବାଡି ବିବାଦ ନେଇ ରଶ୍ମିକାନ୍ତଙ୍କୁ ଥାନାକୁ ଡକାଇ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.