ଚେନ୍ ପୁଲିଂ କରି ପଳାଇବାକୁ ଉଦ୍ୟମ, ଧରାପଡିଲେ ସମସ୍ତେ

ଭୁବନେଶ୍ଵର : ଓଡ଼ିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ଯେତେ ଯାହାକଲେ ଚେତୁ ନାହାନ୍ତି। ଆଜି ଚେନ୍ନାଇରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା ଶ୍ରମିକ ସ୍ପେସାଲ ଟ୍ରେନ। ବାଲୁଗାଁ ନିକଟ ଧୁଆଁଳ ଗେଟ ନିକଟରେ ୪୪ ଜଣ ପ୍ରବାସ ଫେରନ୍ତା ଚେନ ଟାଣି ଓହ୍ଲାଇବା ପରେ ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଅଟକ ରଖି ଗାଡି ଯୋଗେ ପଠାଇବାର ବ୍ୟବସ୍ଥା କରିଥଲା। ସେମାନଙ୍କ ମଧ୍ୟରୁ ୩୧ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ବାଣପୁରର ୧୦ ଜଣ, ବାଲୁଗାଁର ୨ ଜଣ ଓ ଟାଙ୍ଗୀର ଜଣେ ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।