ଉତ୍ତର କୋରିଆରେ ଜରୁରୀ ପରିସ୍ଥିତି

ପ୍ୟୋଙ୍ଗୟୋଙ୍ଗ : କରୋନା ପାଇଁ ଉତ୍ତର କୋରିଆରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ-ଉନ୍। ସେ ଏପରି ନିଷ୍ପତ୍ତି ନେବାର କାରଣ ହେଲା ଦକ୍ଷିଣ କୋରିଆରୁ ସୀମା ପାର ହୋଇ ଆସିଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା କେସିଏନଏ ଏହି ସୂଚନା ଦେଇଛି।

ମତାମତ ଦିଅନ୍ତୁ ।