janatakhabar.in

ବଡ ଘୋଷଣା : ବେକାରୀଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା ଭତ୍ତା

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ଏବେ ଫୁଲ ଫର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ଏବେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମିଳୁଛି । ରବିବାର ଉତ୍ତରାଖଣ୍ଡର ହଲଦ୍ବାନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିଓ୍ବାଲ କହିଛନ୍ତି, ‘ଯଦି ଉତ୍ତରାଖଣ୍ଡ​‌ରେ ଆମ୍‌ ଆଦମୀ ସରକାର ଆସେ ତେବେ ବେକାରୀଙ୍କୁ ରୋଜଗାର ଦିଆଯିବ । ଯେ ପର୍ଯ୍ୟନ୍ତ…

Read More