ଥଣ୍ଡା, ଜ୍ୱରର ଘରୋଇ ଉପଚାର
ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୨ ବଢିବାରେ ଲାଗିଛି । ଫଳରେ ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଦେଖିବାକୁ ମିଳୁଛି । ତେବେ ଏହି ଭାଇରାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ଅବା ସୁସ୍ଥ ହେବା ପାଇଁ କ’ଣ କରିବାକୁ ପଡିବ । ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା :- ୧. ରୋଗୀଙ୍କୁ ଉପଯୁକ୍ତ ବିଶ୍ରାମ ଦରକାର ଏହାଦ୍ୱାରା ଆମ ଶରୀରର…