ଚେକ୍ ପଏଣ୍ଟରେ ଆତଙ୍କବାଦୀ ଆକ୍ରମଣ : ୧୩ ପୋଲିସ କର୍ମଚାରୀ ମୃତ
ନୂଆଦିଲ୍ଲୀ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ ଇରାକର କିରକୁକ ସହରର ଏକ ଚେକ୍ ପଏଣ୍ଟରେ ଭୟଙ୍କର ବିସ୍ଫୋରଣ କରାଇଛି । ଏହି ବିସ୍ଫୋରଣରେ ୧୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ନ୍ୟୁଜ୍ ଏଜେନ୍ସି ଏଏଫପି ମୁତାବିକ, ଉତ୍ତର ଇରାକର କିରକୁକ ସହର ପାଖରେ ଥିବା ଏକ ଚେକ୍ ପଏଣ୍ଟରେ ଆଇଏସଆଇଏସ୍ ଆକ୍ରମଣ କରିଛି । ୨୦୧୭ରେ ଇରାକ ସରକାର ଆତଙ୍କବାଦୀ ସଙ୍ଗଠନକୁ ହରାଇଦେଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ଉତ୍ତର ଇରାକ୍ରେ…