ଚେକ୍‌ ପଏଣ୍ଟରେ ଆତଙ୍କବାଦୀ ଆକ୍ରମଣ : ୧୩ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍‌ ଷ୍ଟେଟ ଇରାକର କିରକୁକ ସହରର ଏକ ଚେକ୍‌ ପଏଣ୍ଟରେ ଭୟଙ୍କର ବିସ୍ଫୋରଣ କରାଇଛି । ଏହି ବିସ୍ଫୋରଣରେ ୧୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ନ୍ୟୁଜ୍‌ ଏଜେନ୍ସି ଏଏଫପି ମୁତାବିକ, ଉତ୍ତର ଇରାକର କିରକୁକ ସହର ପାଖରେ ଥିବା ଏକ ଚେକ୍‌ ପଏଣ୍ଟରେ ଆଇଏସଆଇଏସ୍‌ ଆକ୍ରମଣ କରିଛି । ୨୦୧୭ରେ ଇରାକ ସରକାର ଆତଙ୍କବାଦୀ ସଙ୍ଗଠନକୁ ହରାଇଦେଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ଉତ୍ତର ଇରାକ୍‌ରେ…

Read More
janatakhabar.in

ସ୍ୱପ୍ନ ଦ୍ୱାରା ମୃତ ଲୋକ ଦିଅନ୍ତି ଏହି ୩ ସଂକେତ

ସାଧାରଣତଃ ଆମେ ମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଉ। ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆମେ କରୁଥିବା ପ୍ରାୟ ସବୁ ଗତିବିଧି ର କିଛି ନା କିଛି ଅର୍ଥ ନିଶ୍ଚିତ ରହିଥାଏ। ସେହିପରି ଆମେ ଦେଖୁଥିବା ସ୍ୱପ୍ନ କୁ ନେଇ ଏହା କଣ ଇଙ୍ଗିତ କରୁଛି ତାହା ପୂର୍ବାନୁମାନ କରାଯାଇ ପାରିଥାଏ। ଧ୍ୟାନ ରଖନ୍ତୁ ଯଦି ଆପଣ ସୋଇଥିବା ଅବସ୍ଥାରେ କୌଣସି ବାହାର ଲୋକଙ୍କର ମୃତ୍ୟୁ କୁ ନେଇ ସ୍ୱପ୍ନ ଦେଖିଛନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ…

Read More
janatakhabar.in

ଭିଡିଓରେ ଦେଖନ୍ତୁ : ଯୁବତୀଙ୍କ ଔଧତ୍ୟ !

ନୂଆଦିଲ୍ଲୀ : ଲଖ୍ନୌ  ସହରରେ ଜଣେ ଯୁବତୀ କ୍ୟାବ୍ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଏହି ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶର ବୀଜ୍ନୌର୍ ଜିଲ୍ଲାରେ ଆଉ ଜଣେ ଯୁବତୀଙ୍କ ଔଧତ୍ୟ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ସମାନ ଭାବରେ ଯୁବତୀ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଲଖ୍ନୌରେ ମାଡ଼ ଖାଇବା ପରେ କ୍ୟାବ୍ ଡ୍ରାଇଭର ଚୁପ ରହିଥିଲେ ହେଁ ଏଠାରେ ଯୁବକ ଜଣକ ପାଲଟା ଚପୁଡ଼ା ମାରିଥିବା ଦେଖିବାକୁ ମିଳିଛି।…

Read More