janatakhabar.in

ଆଇସିୟୁରେ କେମିତି ହୁଏ ଚିକିତ୍ସା ?

ଆଇସିୟୁ (ICU) କ’ଣ ? ଆଇସିୟୁର ଅର୍ଥ ହେଉଛି ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌। ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଏ। ଏହି ସ୍ୱତନ୍ତ୍ର ଓ୍ୱାର୍ଡରେ ରୋଗୀଙ୍କୁ ଅଭିଜ୍ଞ ଡାକ୍ତର ତଥା ନର୍ସମାନେ ନିରନ୍ତର ଭାବେ ମନିଟର କରିଥାଆନ୍ତି। ରୋଗୀର ହାର୍ଟ ରେଟ୍‌, ରକ୍ତଚାପ, ୟୁରିନ୍‌ ତଥା ଅନ୍ୟାନ୍ୟ ଜିନିଷକୁ ପ୍ରତି ମୁହୂର୍ତ୍ତରେ ମନିଟର କରାଯାଏ। ଆଇସିୟୁରେ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତର ତଥା ସ୍ୱତନ୍ତ୍ର ନର୍ସଙ୍କୁ ଛଡ଼ା ଯାଇଥାଏ। ତ’ଛଡ଼ା ଅନ୍ୟ କାହାକୁ ଛଡ଼ା…

Read More
janatakhabar.in

ଦମ୍ପତିଙ୍କ ସାଇଡ ବିଜିନେସ୍ : ସ୍ତ୍ରୀ ପର ପୁରୁଷଙ୍କ ସହ କରୁଥିଲା ସେକ୍ସ ଓ ସ୍ୱାମୀ ଭିଡ଼ିଓ ବ୍ଲାକମେଲିଂ

ଭୁବନେଶ୍ୱର : ପୋଲିସର ନାକ ତଳେ ଚାଲିଥିଲା ଦେହ ବ୍ୟବସାୟ। କେବଳ ଦେହ ବ୍ୟବସାୟ ନୁହେଁ ବରଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ରେକର୍ଡ଼ କରି ବଡ଼ବଡ଼ିଆଙ୍କ ଠାରୁ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା। ସବୁଠାରୁ ବଡ଼ ବିଡମ୍ବନାର ବିଷୟ ହେଉଛି ଯେ ଏଥିରେ ସମ୍ପୃକ୍ତ ଥିବା ମହିଳା ଜଣଙ୍କୁ ସାହାଯ୍ୟ କରୁଥିଲେ ଖୋଦ୍ ତାଙ୍କ ସ୍ୱାମୀ। ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳରେ ଏହିପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପୋଲିସ ଗିରଫ…

Read More
janatakhabar.in

ଉଦଣ୍ଡୀ ସୀତା ରିଟର୍ଣ୍ଣସ୍ : ଭିଡ଼ିଓରେ ଦେଖନ୍ତୁ ସ୍ଵାମୀ ସାମ୍ନାରେ ଶାଶୁକୁ ପିଟିଲା ବୋହୂ

ନୂଆଦିଲ୍ଲୀ : ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଜଣେ ବୋହୂ ନିଜ ଅସୁସ୍ଥ ବୃଦ୍ଧ ଶାଶୁଙ୍କୁ ମାଡ ମାରିବା ମାମଲା ସାମ୍ନାକୁ ଆସିଛି। ଏହାର ଭିଡିଓ ଦୁଇ ଦିନ ଧରି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଘରୋଇ ବିବାଦ ହେତୁ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ରାଜେନ୍ଦ୍ର ପାର୍କ ପୋଲିସ ଷ୍ଟେସନରେ ବୋହୂ ଙ୍କ ନାଁରେ ଅଭିଯୋଗ କରାଯାଇଛି। ଏଥିରେ ବୋହୂ ଶାଶୁ ମା’ଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିବାର…

Read More
janatakhabar.in

ପ୍ରେମ ପ୍ରତାରଣା : ସ୍ୱାମୀକୁ ଚପଲରେ ପିଟିପିଟି ଥାନାରେ ଭର୍ତ୍ତି କଲା ସ୍ତ୍ରୀ

ଭୁବନେଶ୍ୱର : ପ୍ରେମ ବିବାହ କରି ମାତ୍ର ୩ ମାସ ପରେ ସ୍ତ୍ରୀକୁ ପ୍ରତାରଣା ଦେବା ସହ ଫେରାର ହୋଇଯିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ସ୍ତ୍ରୀକୁ ସୁଦୂର ଆନ୍ଦ୍ରପ୍ରଦେଶରେ ଛାଡ଼ି ଆସିଥିଲେ ହେଁ ଯୁବତୀ ଜଣକ ସ୍ୱାମୀକୁ ଖୋଜି ଖୋଜି ରାୟଗଡା ଜିଲ୍ଲାରେ ପହଞ୍ଚି ଯାଇଥିଲେ। ଏଠାରେ ସ୍ୱାମୀକୁ ଠାବ କରିବା ସହ ତାକୁ ପିଟିପିଟି ଥାନାରେ ଜିମା ଦେଇଥିଲେ। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାଇ…

Read More
janatakhabar.in

ମହିଳାଙ୍କ ବିନା ଅନୁମତିରେ କଣ୍ଡୋମ୍ ଖୋଲିବା ମନା : କୋର୍ଟ

ସେ ବିବାହିତ ଦମ୍ପତ୍ତି ହୁଅନ୍ତୁ ଅଥବା ଅବିବାହିତ କପଲ ସେମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ କାହାର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। କିନ୍ତୁ, ମହିଳାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକାର କାଲିଫର୍ଣ୍ଣିଆରେ କପଲମାନଙ୍କ ବ୍ୟକ୍ତିଗତ ଜୀବନରେ ସେଠାକାର କୋର୍ଟ ହସ୍ତକ୍ଷେପ କରିଛନ୍ତି। ରୋମାଣ୍ଟିକ ରିଲେସନସିପ୍ ମଧ୍ୟରେ ମହିଳାଙ୍କ ବିନା ଅନୁମତିରେ କଣ୍ଡୋମ ବାହାର କରିବା ଦଣ୍ଡନୀୟ ଅପରାଧ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଏଥିସହିତ ରୋମାଣ୍ଟିକ୍‌ ରିଲେସନ୍‌ସିପ୍‌ରେ ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ୍‌ ବ୍ୟବହାର କରାଯିବା…

Read More

ସାର୍ଟିଫିକେଟ ବିନା କରିପାରିବେ +୩ ଆଡିମିଶନ

ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ୩ ନାମଲେଖା ଆରମ୍ଭ ହୋଇଛି। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମେତ ସିବିଏସ୍‌ଇ ଓ ଆଇସିଏସ୍‌ସିଇ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ମିଳିନି। ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖାରେ କିଛିଟା କୋହଳ କରାଯାଇଛି। ଛାତ୍ରଛାତ୍ରୀ ଅରିଜିନାଲ ସାର୍ଟିଫିକେଟ୍‌ ଦେଇ ନପାରିଲେ ମଧ୍ୟ ନାମ ଲେଖାଇ ପାରିବେ। ଏଥିପାଇଁ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଉଚ୍ଚ…

Read More
janatakhabar.in

କରୋନା ଭ୍ୟାକ୍ସିନ୍ ଅସଲି କି ନକଲି ଜାଣିବେ କେମିତି ?

ପ୍ରାୟ ଦୁଇ ବର୍ଷ ହେବ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ରହିଛି। କୋଟି କୋଟି ଲୋକେ ଏହାଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଅନେକେ ମୃତ୍ୟୁବରଣ କରିଥିଲେ। ତେବେ, ଏହାରି ଭିତରେ କରୋନା ଟୀକା ବରଦାନ ସାବ୍ୟସ୍ତ ହୋଇଥିଲା। କିନ୍ତୁ, ଏବେ କେତେକ ସ୍ଥାନରେ ନକଲି ଟୀକା ଦିଆଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ନକଲି କୋଭିସିଲ୍ଡ ଟୀକା ମିଳିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଲି ଟିକାକୁ…

Read More
janatakhabar.in

ମୃତ ଦେହରୁ ଶୁକ୍ରାଣୁ କାଢ଼ି ଗର୍ଭବତୀ ହେଲେ ମହିଳା: ଜାଣନ୍ତୁ ପୁରା ଘଟଣା

ପ୍ରେମିକର ମୃତ ଦେହରୁ ଶୁକ୍ରାଣୁ କାଢ଼ି ନେଇ ଗର୍ଭବତୀ ହେଲେ ମହିଳା। ପ୍ରଥମେ ଏହି କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ମଧ୍ୟ ଏହିପରି ଏକ ଅଜବ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ପୂର୍ବତନ ଅଲିମ୍ପିଆନ୍ ଆଲେକ୍ସ ପୁଲିନଙ୍କ ମୃତ ଶରୀରରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଛନ୍ତି ପ୍ରେମିକା ଏଲିଡି ଭ୍ଲଗ୍। ଶୀତକାଳୀନ ଅଲିମ୍ପିକ୍ସରେ ସ୍ନୋ ବୋର୍ଡ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧିତ୍ବ କରି ଆଲେକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ୮ ବର୍ଷ ପୂର୍ବେ…

Read More
janatakhabar.in

ATM ରୁ ଫଟା ନୋଟ ବାହାରିଲେ କଣ କରିବେ ?

ବେଳେବେଳେ ଏଟିଏମରୁ ଟଙ୍କା କାଢିବା ସମୟରେ କିଛି ଚିରା ବା ଫଟା ନୋଟ ବାହାରିଥାଏ । ଯଦି ଏଟିଏମରୁ ଟଙ୍କା ବାହାର କରିବା ସମୟରେ ଆପଣଙ୍କ ହାତକୁ ଚିରା କିମ୍ବା ଫଟା ନୋଟ ଆସୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଚିରା ନୋଟକୁ କିପରି ଆପଣ ବଦଳାଇବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଦେଶର…

Read More
janatakhabar.in

ଦାନ୍ତ ପୋକ ଓ ବିନ୍ଧା ଦୂର କରିବାର ଘରୋଇ ଉପାୟ

ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ । ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି…

Read More