ଲକ୍‌ଡାଉନ୍‌ରେ ବଢ଼ିଗଲା ମଶାଙ୍କ ଆକାର

କରୋନା ସଂକ୍ରମଣ ରୋକିବାକୁ ପୁରା ବିଶ୍ୱରେ ଲକ୍‌ଡାଉନ୍ ଜାରି ରହିଥିବାବେଳେ ଏହାଦ୍ୱାରା ରୋଗୀଙ୍କ ସଂଖ୍ୟାକୁ ମଧ୍ୟ କେତେକାଂଶରେ ନିୟନ୍ତ୍ରଣରେ ରଖାଯାଇପାରିଛି । ଅନେକ ସ୍ଥାନରେ ଲକ୍‌ଡାଉନ୍‌ର ଫାଇଦା ଦେଖିବାକୁ ମିଳୁଥିବାବେଳେ ଏପରି ଏକ ଦେଶ ଅଛି ଯେଉଁଠି ଲକ୍‌ଡାଉନ୍ ଯୋଗୁଁ ଏକ ଅଲଗା ପ୍ରକାର ସମସ୍ୟା ସୃଷ୍ଟି ହୋଇଛି । ୟୁରୋପ ମହାଦେଶର ଅବସ୍ଥିତ ସ୍ପେନର ଏକ ଦୀପରେ ଲକ୍‌ଡାଉନ୍ ଯୋଗୁଁ ମଶାମାନଙ୍କର ଆକାର ଚାରିଗୁଣା ବଢ଼ିଯାଇଛି । ଏହା ସହିତ ସେହି ଦେଶରେ କୀଟ ପତଙ୍ଗଙ୍କ […]

ଅଧିକ ପଢନ୍ତୁ

କବର ସ୍ଥଳୀରେ ଲଂଚ, ଡିନରର ମଜା

ମଶାଣି କିମ୍ବା କବରସ୍ଥାନ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସଂଚାର ହୋଇଥାଏ । ଦିନରେ ସେହି ରାସ୍ତା ଦେଇ ଯିବାକୁ ଲୋକେ ଭୟ କରିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ରେଷ୍ଟୁରାଂଟ ଅଛି ଯେଉଁଠି ଲୋକେ କବର ସ୍ଥାନରେ ବସି ଖାଦ୍ୟର ମଜା ନେଇଥାନ୍ତି । ଅବିଶ୍ୱାସ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ । ଗୁଜୁରାଟର ଅହମଦାବାଦରେ ରହିଛି ଏହି ରେଷ୍ଟୁରାଂଟ। ଯେଉଁଠି ଲୋକମାନେ କବର ଉପରେ ବସି […]

ଅଧିକ ପଢନ୍ତୁ

ନଦୀ ମଝିରେ ଘର, ଜାଣନ୍ତୁ କେଉଁଠି…

ଘର, ତାହା ପୁଣି ନଦୀ ମଝିରେ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି ? ମାତ୍ର ଘଟଣାଟି ପୂରା ସତ୍ୟ । ଏଭଳି ଏକ ଘର ନିର୍ମାଣ ହୋଇଛି ପଶ୍ଚିମ ସର୍ବିଆର ବାଜିନା ବସ୍ତା ନିକଟ ବେଲଗ୍ରେଡ୍ ଠାରୁ ୧୬୦ କିଲୋମିଟର ଦୂର ଡ୍ରିନା ନଦୀରେ । ଯାହାକି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୧୯୬୯ ମସିହାରୁ ନିର୍ମାଣ କରାଯାଇଥିବା ଏହି ଘରଟି ଏ ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରହିଛି । ନଦୀର ଜଳ […]

ଅଧିକ ପଢନ୍ତୁ

ଲକ୍‌ଡାଉନ୍‌ରେ ସ୍ୱତନ୍ତ୍ର ବିବାହ: ୩ ଫୁଟର ବରକୁ ୪ ଫୁଟର କନିଆ

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍‌ଡାଉନ୍ ଚାଲିଥିବାରୁ ଅନେକ ଲୋକ ନିଜର ବିବାହକୁ ବାତିଲ କରିଦେଇଥିବାବେଳେ କେତେକ ଅନୁମତି ନେଇ ମଧ୍ୟ ବିବାହ କରୁଥିବା ଦେଖାଯାଇଛି । ଯେଉଁମାନେ ବିବାହ କରୁଛନ୍ତି ସେମାନେ ପରିବାରର ମଧ୍ୟରେ ନିଜ ଲୋକଙ୍କ ଭିତରେ ଏହାକୁ ସୀମିତ ରଖୁଛନ୍ତି । ବିବାହରେ ବରଠାରୁ ଆରମ୍ଭ କରି କନ୍ୟା ଓ ଆସୁଥିବା ଲୋକମାନେ ସୋସିଆଲ ଡିଷ୍ଟାନ୍ସିଂ ମେଂଟେନ କରିବା ସହ ମାସ୍କ ମଧ୍ୟ ପରିଧାନ କରୁଛନ୍ତି । ଲକ୍‌ଡାଉନ୍‌ରେ ହେଉଥିବା ଏହିସବୁ […]

ଅଧିକ ପଢନ୍ତୁ

ଲକଡାଉନରେ ମାଲିକଙ୍କ ପାଇଁ କୁକୁର କଲା ସପିଂ, କିପରି ଜାଣନ୍ତୁ…

କରୋନା ପାଇଁ ଚାରିଆଡ଼େ ଲକଡାଉନ୍ । ଘରୁ ବାହାରିବା ଉପରେ ଲାଗିଛି କଟକଣା । କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଲାଗୁ କରାଯାଇଛି ଏହି ନିୟମ । ଯାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ । ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ସରିଗଲେ କିପରି କିଣିବେ ତାହା ଜାଣିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାର ସରଳ ଉପାୟ ବାହାର କରିଛନ୍ତି । ନିଜ ପୋଷା କୁକୁରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ବ୍ୟବହାର କରୁଛନ୍ତି […]

ଅଧିକ ପଢନ୍ତୁ

କେନ୍ଦୁଝର ଜଙ୍ଗଲରେ ଦୁଇ ମୁଣ୍ଡିଆ ସାପ

ଭୁବନେଶ୍ଵର : କେନ୍ଦୁଝର ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟର ଢେଙ୍କିକୋଟ୍ ରେଞ୍ଜରୁ ମିଳିଛି ଦୁଇ ମୁଣ୍ଡିଆ ବିରଳ ସାପ। ବନ୍ୟଜନ୍ତୁ ବିଶେଷଜ୍ଞ ରାକେଶ ମୋହଲିକ ଏପରି ଏକ ଦୁଲର୍ଭ ସାପକୁ ଠାବ କରିଥିବା ବେଳେ ଏହି ବୁଲ୍‌ଫ ପ୍ରଜାତିର ସାପ ବିଷଧର ନୁହେଁ ବୋଲି କହିଛନ୍ତି। ସାପଟିର ଲମ୍ବ ୧୪ ସେମି। ଏହାର ଦୁଇଟି ମୁଣ୍ଡ। ଅର୍ଥାତ ଏହି ସାପର ଚାରୋଟି ଆଖି ଓ ଦୁଇଟି ଜିଭ ରହିଛି। ରାକେଶ କହିଛନ୍ତି ବନ୍ୟଜନ୍ତୁ ଏହିପରି ଜୀବ ଜଙ୍ଗଲରେ ଜୀବିତ […]

ଅଧିକ ପଢନ୍ତୁ

ପାଇଖାନା ପ୍ୟାନରେ ପରସା ଯାଉଛି ଖାଦ୍ୟ, ପଢ଼ନ୍ତୁ କେଉଁଠି…

ଜାକର୍ତା: ପାଇଖାନା ପ୍ୟାନରେ ପରସା ଯାଉଛି ଖାଦ୍ୟ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି? ମାତ୍ର ଘଟଣାଟି ପୂରା ସତ୍ୟ । ଏଭଳି କିଛି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ । ଏଠାରେ ଏପରି ଏକ ରେସ୍ତୋରାଁ ଅଛି ଯେଉଁଠାରେ ଗ୍ରାହକମାନଙ୍କୁ ପାଇଖାନା ପ୍ୟାନରେ ଖାଦ୍ୟ ଖାଇବାକୁ ଦିଆଯାଉଛି । ଆଉ ସେଠାରେ ଏହାର ଚାହିଦା ମଧ୍ୟ ଢେର ଅଧିକ । ଏହି ରୋସ୍ତୋରାଁର ନାମ ଜମ୍ବନ। ଏଠାରେ ବିଭିନ୍ନ ପ୍ରକାର […]

ଅଧିକ ପଢନ୍ତୁ

ସାନିଟାଇଜର ସ୍ପ୍ରେ ରୁମ ପ୍ରସ୍ତୁତ କଲେ ବାରିପଦା ବିଦ୍ୟୁତ କର୍ମଚାରୀ

କରୋନା ମୁକାବିଲାର ଏକମାତ୍ର ଉପାୟ ଘରେ ରହିବା। କିନ୍ତୁ ଘରର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସିବାକୁ ପଡୁଛି। ହେଲେ ସାମାଜିକ ଦୂରତ୍ଵ ରକ୍ଷା କରିବା ପ୍ରତି ସଚେତନତା ରହିବା ଉଚିତ। କେତୋଟି ସ୍ଥାନରେ ଲୋକେ ଏହି ନିୟମ ମାନୁନାହାନ୍ତି। ବ୍ୟାଙ୍କ୍, ପୋଷ୍ଟ ଅଫିସ, ପରିବା ମାର୍କେଟ ଓ ମାଛ ମାର୍କେଟ ଆଦିରେ ଭିଡ଼ ପରିଲକ୍ଷିତ ହେଉଛି। ସଚେତନ ଲୋକ ବି ସାମିଲ ହୋଇଯାଉଛନ୍ତି ଏହି ଭିଡାରେ। ଏଭଳି ସମସ୍ୟାର ସମାଧାନ ପାଇଁ ଚିନ୍ତା କରିଥିଲେ […]

ଅଧିକ ପଢନ୍ତୁ

ସାମାଜିକ ଦୂରତା ପାଇଁ ନିଆରା ଉପାୟ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ସାମାଜିକ ଦୂରତାକୁ ଏବେ ଗୁରୁତ୍ଵ ଦିଆଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଏ ବିଷୟରେ ସଚେତନ କରାଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଭିନ୍ନ ପ୍ରକାର ସାମାଜିକ ଦୂରତା ନୀତି ଆପଣେଇଛନ୍ତି। ଘରଛାଡି ରହୁଛନ୍ତି ଗଛ ଉପରେ ବାନ୍ଧିଥିବା ମଞ୍ଚାରେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏପରି ମଞ୍ଚାରେ ବାସ କରୁଥିବା ବ୍ୟକ୍ତି ଜଣଙ୍କ ନାଁ ମୁକୁଲ ତ୍ୟାଗୀ। ସେ ମଞ୍ଚାର ନାମକରଣ […]

ଅଧିକ ପଢନ୍ତୁ

ବାସ୍ତୁଦୋଷ ପାଇଁ ଝାଡୁର ବ୍ୟବହାର ଜାଣନ୍ତୁ

ଭୁବନେଶ୍ୱର : ଘରକୁ ସଫା କରିବା ବ୍ୟବହାର ହେଉଥିବା ଝାଡୁର ବାସ୍ତୁ ସହିତ ରହିଛି ସମ୍ପର୍କ। ଏହା ସଠିକ୍ ବ୍ୟବହାର ନ କଲେ ବା ଠିକ୍ ସ୍ଥାନରେ ନ ରଖିଲେ ଘରେ ବାସ୍ତୁ ଜନିତ ସମସ୍ୟା ଦେଖାଦିଏ। ୧. ଝାଡୁକୁ ଘରର ମୁଖ୍ୟଦ୍ୱାର ପାଖରେ ରଖିଲେ ଘରର ସୁଖଶାନ୍ତି ନଷ୍ଟ ହୋଇ କଳହ ବୃଦ୍ଧି ପାଇଥାଏ। ୨. ଝାଡୁର ବ୍ୟବହାର ଠିକ୍‌ ଭାବେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ। ତେଣୁ ସନ୍ଧ୍ୟାରେ ଘର ଝାଡୁ […]

ଅଧିକ ପଢନ୍ତୁ