janatakhabar.in

ଡିସେମ୍ବର ୧୬ ପରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଡିସେମ୍ବର ୧୬ ତାରିଖ ଅପରାହ୍ନ ୩ଟା ୪୭ ମିନିଟ୍‌ରେ ସୂର୍ଯ୍ୟଦେବ ଧନୁ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ତେଣୁ ସୂର୍ଯ୍ୟଙ୍କର ଏହି ଚଳନ କିଛି ରାଶି ପାଇଁ ଶୁଭ ଫଳ ଦାୟକ ହେବ। ଏହି ରାଶି ଉପରେ ପଡ଼ିବ ଭଲ ପ୍ରଭାବ। ଭାଗ୍ୟ ବଦଳିବା ସମ୍ଭାବନା ରହିଛି। ଜ୍ୟୋତିଷଙ୍କ ମତରେ ମିଥୁନ ରାଶିର ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟ‌ରେ ମିଳିବ ସଫଳତା। ଆର୍ଥିକ ସଂକଟ ଦୂର ହୋଇପାରେ। ବ୍ୟବସାୟରେ…

Read More
janatakhabar.in

ମା’ ଲକ୍ଷ୍ମୀଙ୍କ କୃପାରୁ ଏଇ ରାଶିର ବ୍ୟକ୍ତିଙ୍କୁ ସୁଫଳ ମିଳିବ

୨୦୨୪ରେ ପାଞ୍ଚଟି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ଏହି ରାଶି ଗୁଡିକ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ତେଣୁ ଆଗାମୀ ସମୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ ଭାଗ୍ୟଶାଳୀ। ତୁଳା – ନୂଆବର୍ଷରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ। ମା’ଙ୍କ କୃପାରୁ ଜୀବନରେ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ମିଳିବାକୁ ଯାଉଛି। ଆର୍ଥିକ ପରିସ୍ଥିତି ସୁଧୁରିବା ସହିତ ପରିବାରରେ ଖୁସି…

Read More
janatakhabar.in

କୁମ୍ଭ ରାଶିକୁ ଶନି ଚଳନ : ଏହି ରାଶିର ବ୍ୟକ୍ତି ଲାଭବାନ ହେବେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନଭେମ୍ବର ୪ରୁ ଶନିଦେବ ପୁନର୍ବାର କୁମ୍ଭ ରାଶିକୁ ଗମନ କରିଛନ୍ତି। ଏହି ରାଶିରେ ଏହି ରାଶିରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ରହିବେ। ଶନିଦେବଙ୍କ ରାଶି ପରିବର୍ତ୍ତନ ଯୋଗୁ ଶଶା ରାଜଯୋଗ ସୃଷ୍ଟି ହୋଇଛି। ଏହା ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେବ। ବୃଷ – ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆୟ ବଢିବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁରୁଣା…

Read More
janatakhabar.in

ଏ ୩ଟି ମୂର୍ତ୍ତି ଘରେ ରହିଲେ ସମସ୍ୟା ଦୂର ହୁଏ

ବାସ୍ତୁଶାସ୍ତ୍ରରେ କୁହାଯାଇଛି କିଛି ଫଟୋ ବା ମୂର୍ତ୍ତି ଘରେ ରଖିଲେ ଅନେକ ସମସ୍ୟା ଦୂର ହୋଇ ଯାଇଥାଏ। ଘରର ଆର୍ଥିକ ସ୍ଥିତି ସୁଦୃଢ ସହିତ ପରିବାରରେ ସୁଖଶାନ୍ତି ବୃଦ୍ଧି ହୁଏ। ଆସନ୍ତୁ ଏ ସମ୍ପର୍କରେ ଜାଣିବା। ୧ – ଦେବୀ ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ଘରେ ରଖିଲେ ଲକ୍ଷ୍ମୀଙ୍କ ପାଖରେ ଧନର ଦେବତା କୁବେର ମହାରାଜାଙ୍କର ମୂର୍ତ୍ତି ରଖନ୍ତୁ। କୁବେର ଉତ୍ତର ଦିଗର ସ୍ଵାମୀ ହୋଇଥିବାରୁ ତାଙ୍କ ମୂର୍ତ୍ତିର ମୁହଁ ଉତ୍ତର ଦିଗ ଆଡକୁ ରହିବା…

Read More
janatakhabar.in

୬ଟି ରାଶି ଉପରେ ପ୍ରସନ୍ନ ହେଲେ ଶନିଦେବ

ଶନିଦେବଙ୍କୁ କୁହାଯାଏ ନ୍ୟାୟର ଦେବତା। ବ୍ୟକ୍ତିର କର୍ମ ଅନୁଯାୟୀ ସେ ଫଳ ଦେଇଥାନ୍ତି। ଶନିଙ୍କ କୃପା ରହିଲେ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ। ତେବେ ଶନିବାର ଅର୍ଥାତ ଅକ୍ଟୋବର ୨୧ ତାରିଖ ଠାରୁ ଏହି ରାଶି ଗୁଡିକ ଉପରେ ଶନିଦେବଙ୍କ କୃପାଦୃଷ୍ଟି ପଡିଥିବାରୁ ସେମାନେ ଲାଭବାନ ହେବେ। ମେଷ – ସୁଖ ସମୃଦ୍ଧି ପ୍ରାପ୍ତି ସହିତ ବେପାର ବଣିଜରେ ଲାଭ ମିଳିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଶନିଦେବଙ୍କୁ ସ୍ମରଣ କରନ୍ତୁ ସବୁ ସମସ୍ୟା…

Read More
janatakhabar.in

୩୦ ପରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତା ୩୦ ଅକ୍ଟୋବର କେତୁ କନ୍ୟାକୁ ଚଳନ କରିବେ। ଏବେ ତୁଳା ରାଶିରେ କେତୁ ଓ ମଙ୍ଗଳ ଗ୍ରହର ଏକ ସଂଯୋଗ ରହିଛି। ଏହି ସଂଯୋଗ ଅନେକ ରାଶିର ଲକ୍ଷଣ ପାଇଁ ଯନ୍ତ୍ରଣାଦାୟକ ପ୍ରମାଣିତ କରୁଛି। କେତୁ କନ୍ୟାକୁ ଯିବାପରେ ମଙ୍ଗଳ-କେତୁ ସଂଯୋଗ ସମାପ୍ତ ହେବ। ଫଳରେ ମାତା ଲକ୍ଷ୍ମୀ ଦୀପାବଳି ପୂର୍ବରୁ ୫ଟି ରାଶିର ବ୍ୟକ୍ତିଙ୍କ ଉପରେ କୃପା ବୃଷ୍ଟି କରିବେ। ମେଷ : ମଙ୍ଗଳ ଓ କେତୁ ସଂଯୋଗ ସମାପ୍ତି…

Read More
janatakhabar.in

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ୩ ରାଶିର ଭାଗ୍ୟ ବଦଳାଇବ

ଗ୍ରହାଧିପତି ସୂର୍ଯ୍ୟ ଆସନ୍ତା ଅକ୍ଟୋବର ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ। କୁହାଯାଇଛି କୌଣସି ଗ୍ରହ ରାଶିର ନୀଚ ସ୍ଥାନକୁ ଚଳନ କଲେ ସେମାନଙ୍କର ଶୁଭ ପ୍ରଭାବ ହ୍ରାସ ହୋଇଥାଏ। ତେଣୁ ରାଶି ଗୁଡିକ ଉପରେ ଭଲ ଓ ଖରାପ ପ୍ରଭାବ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ତୁଳା ରାଶିକୁ ଗୋଚର କରି ସୂର୍ଯ୍ୟ ନୀଚ ସ୍ଥାନକୁ ଚଳନ କରିବେ। ସୂର୍ଯ୍ୟ ମାନ, ସମ୍ମାନ, ପରାକ୍ରମ ଓ…

Read More
janatakhabar.in

କୁମାରପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ : ୬ଟି ରାଶି ପାଇଁ ଶୁଭ

ଚଳିତମାସ ୨୮ ତାରିଖ କୁମାରପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତି ୧ ଘଣ୍ଟା ୪ ମିନିଟ ୫୫ ସେକେଣ୍ଡ। ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ। ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟ୍‌ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକ ତ୍ୟାଗ, ଅନ୍ନ…

Read More
janatakhabar.in

ଅକ୍ଟୋବରରୁ ୫ଟି ରାଶିର ଭାଗ୍ୟ ବଦଳିବ

ଚଳିତବର୍ଷ ଅକ୍ଟୋବର ପହିଲାରୁ ୫ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡିବ। ତେଣୁ ଅନେକ ଶୁଭ ଫଳ ମିଳିବ। ବୃଷ – ରାଜଯୋଗର ସମ୍ଭାବନା ରହିଛି। ସେପ୍ଟେମ୍ବର ମାସରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ନୂତନ କାର୍ଯ୍ୟ ନିମନ୍ତେ ସୁଯୋଗ ପାଇବେ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ। ଧନ ଜନିତ ସମସ୍ୟା ଦୂର ହେବା ସହିତ ଜୀବନ ସୁଖ ଶାନ୍ତିରେ ଭରିଯିବ। ମିଥୁନ –…

Read More
janatakhabar.in

ଘରର ପଶ୍ଚିମ ଦିଗରେ ଏସବୁ ରଖିଲେ ପଡିବ ନକାରାତ୍ମକ ପ୍ରଭାବ

ନୂତନ ଘର କରିବା ବେଳେ ବାସ୍ତୁଶାସ୍ତ୍ର ପ୍ରତି ଗୁରୁତ୍ଵ ଦିଆଯିବ ଉଚିତ। ନଚେତ ସମସ୍ୟା ସୃଷ୍ଟି ହୋଇପାରେ। ଏପରିକି ଘର ଭିତରେ ସକାରାତ୍ମକ ଚିନ୍ତାଧାରା ବଢିବା ପରିବର୍ତ୍ତେ ନକାରାତ୍ମକ ପ୍ରଭାବ ପଡିବା ଅସମ୍ଭବ ନୁହେଁ। ବିଶେଷକରି ପଶ୍ଚିମ ଦିଗ କଥା ଯଦି କୁହାଯାଏ ଏହି ଦିଗର ସ୍ୱାମୀ ବରୁଣ ଦେବ। ତାଙ୍କ ସହ ଶନିଙ୍କ ପ୍ରଭାବ ମଧ୍ୟ ରହିଥାଏ। ତେଣୁ ଏ ଦିଗରେ କ’ଣ ନ ରଖିବା ଆବଶ୍ୟକ ସେ ସମ୍ପର୍କରେ ଆସନ୍ତୁ ଜାଣିବା। ପଶ୍ଚିମ ଦିଗରେ…

Read More