ଏହି ଫିଲ୍ମ ପରେ ସୁପରଷ୍ଟାର ହୋଇଯାଇଥିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ଼କୁ ଅନେକ ଷ୍ଟାର ହେବାର ସ୍ୱପ୍ନ ନେଇ ଆସିଥାନ୍ତି । ମାତ୍ର ସେଥିରୁ କେତେକ ଭାଗ୍ୟବାନ୍ ଥାନ୍ତି ଯେଉଁମାନଙ୍କର ସ୍ୱପ୍ନ ସାକାର ହୋଇଥାଏ । ସେହିଭଳି ୨୮ ବର୍ଷ ପୂର୍ବେ ଅକ୍ଷୟ କୁମାର ଷ୍ଟାର ହେବାର ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ । ତେବେ ଗୋଟିଏ ଫିଲ୍ମ ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇଦେଇଥିଲା । ଅକ୍ଷୟ କୁମାରରୁ ସେ ରାତାରାତି ସୁପରଷ୍ଟାର ହେବା ସହ ଖିଲାଡ଼ି କୁମାର ପାଲଟିଯାଇଥିଲେ ।୧୯୯୨ରେ ବଲିଉଡ଼ର ଡାଇରେକ୍ଟର ଯୋଡ଼ି […]

ଅଧିକ ପଢନ୍ତୁ

ଅକ୍ଷୟ କୁମାର ନୁହନ୍ତି ‘ଲକ୍ଷ୍ମୀ ବମ୍‌’ର ରିଏଲ ଲକ୍ଷ୍ମୀ

ମୁମ୍ବାଇ: କରୋନା ଯୋଗୁଁ ଦେଶବ୍ୟପୀ ଲକ୍‌ଡାଉନ୍ ଚାଲିଥିବାରୁ ସବୁ କିଛି ବନ୍ଦ ରହିଛି । ଲକ୍‌ଡାଉନ୍ ଯୋଗୁଁ ସବୁଠୁ ବେଶି ପ୍ରଭାବିତ ହୋଇଛି ଫିଲ୍ମ ଇଣ୍ଡଷ୍ଟ୍ରି ବଲିଉଡ୍ । ସଂକ୍ରମଣ ଭୟ ଥିବାରୁ ସବୁ ସିନେମା ହଲ ବନ୍ଦ ରହିଛି । ଫଳରେ ଅନେକ ଫିଲ୍ମ ରିଲିଜ୍ ହୋଇପାରିନାହିଁ । ତେଣୁ ଫିଲ୍ମର ଡାଇରେକ୍ଟରମାନେ ଏବେ ଏସବୁ ଚଳଚିତ୍ରକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ କରିବାକୁ ଚିନ୍ତା କରିଛନ୍ତି । ‘ଗୁଲାବୋ-ସିତାବୋ’ ଓ ‘ଧୁମକେତୁ’ ପରେ ଏବେ ଆଉ […]

ଅଧିକ ପଢନ୍ତୁ

ମେହେବୁବ: ବଲିଉଡ଼କୁ ଓସ୍କାରରେ ପହଂଚାଇଥିବା ପ୍ରଥମ ଡାଇରେକ୍ଟର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ମହାନ କଳାକାର ଜନ୍ମ ହୋଇଛନ୍ତି । ମାତ୍ର କେହିିବି ମେହେବୁବ୍ ଖାନ୍‌ଙ୍କ ଭଳି ଉଚ୍ଚତାକୁ ସ୍ପର୍ଷ କରିପାରିନାହାନ୍ତି । ହିନ୍ଦୀ ଚଳଚିତ୍ରକୁ ବିଶ୍ୱର ସର୍ବଶ୍ରେଷ୍ଠ ମଂଚ ଓସ୍କାର ପର୍ଯ୍ୟନ୍ତ ନେଇଯାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ମେହେବୁବ୍ । ଅନ୍ୟମାନଙ୍କ ଭଳି ମେହେବୁବ୍ ମଧ୍ୟ ବଲିଉଡ୍‌ରେ ଅଭିନେତା ହେବାର ସ୍ୱପ୍ନ ନେଇ ଆସିଥିଲେ । କିନ୍ତୁ ଏହାକୁ ବିଡମ୍ବନା କୁହାଯିବା ନା ଭାଗ୍ୟ ସେ ହୋଇଗଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ […]

ଅଧିକ ପଢନ୍ତୁ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର : ବରିଷ୍ଠ ଓଡ଼ିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିବ ବେଳେ ତାଙ୍କର ଏକ ଛୋଟ ଅପରେସନ୍‌ କରାଯାଇଥିଲା। ସେ ସୁସ୍ଥ ହୋଇଥିଲେ। ତେବେ ମେ’ ୨୫ ତାରିଖ ଦିନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦ୍‌ଘାତ ସମସ୍ୟା ଦେଖା ଦେବାରୁ ଏବେ ଭେଣ୍ଟିଲେଟରରେ ଥିବା ସୂଚନା […]

ଅଧିକ ପଢନ୍ତୁ

କ୍ରାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ମୁମ୍ବାଇ : ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି କ୍ର‌ାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀ ପ୍ରେକ୍ଷା ମେହେତା। ପ୍ରେକ୍ଷାଙ୍କ ବାପା ପ୍ରଥମେ ତାଙ୍କୁ ‌ଝୁଲନ୍ତା ଅବସ୍ଥାରେ ଦେଖି ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରେକ୍ଷା ମୃତ୍ୟୁ ପୂର୍ବରୁ କରିଥିବା ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖାଯାଇଛି ସ୍ଵପ୍ନ ମରିଯିବା ସବୁଠୁ ଖରାପ ହୋଇଥାଏ। ଅଭିନେତ୍ରୀ ପ୍ରେକ୍ଷା ମେହେତା ଦୁଇବର୍ଷ ତଳେ ମୁମ୍ବାଇ ଆସିଥିଲେ। ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେ […]

ଅଧିକ ପଢନ୍ତୁ

ଏହି ଅଭିନେତାଙ୍କୁ କରାଯାଉଛି ଅଜବ ପ୍ରକାରର ଡିମାଣ୍ଡ

ମୁମ୍ବାଇ: ଲକ୍‌ଡାଉନ୍ ଯୋଗୁଁ ଅନେକ ସ୍ଥାନରେ ଲୋକମାନେ ଫସି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ସରକାର ସେମାନଙ୍କୁ ଟ୍ରେନ୍ ଓ ବସ୍ ମାଧ୍ୟମରେ ପଠାଇବାରେ ସହଯୋଗ କରୁଥିବାବେଳେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏଥିରେ ସକ୍ରିୟତା ଦେଖାଇଛନ୍ତି । ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଦେବା ସହ ବସ୍ ମାଧ୍ୟମରେ ସେମାନଙ୍କୁ ଘରକୁ ପଠାଉଛନ୍ତି । ଏଥିପାଇଁ ଗତ କିଛି ଦିନ ଧରି ସୋନୁଙ୍କୁ ଗଣମାଧ୍ୟମଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି […]

ଅଧିକ ପଢନ୍ତୁ

ଭିକ୍କିଙ୍କ ଚାର୍ଲି ଅବତାର, ଚିହ୍ନି ପାରିଲେନି ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏପରି କମ୍ ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯାହାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥାଏ । ସେପରି ଜଣେ ଅଭିନେତା ହେଉଛନ୍ତି ବଲିଉଡ଼୍‌ର ହ୍ୟାଣ୍ଡସମ୍ ହଙ୍କ ଭିକ୍କି କୌଶଲ । ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତୁଥିବା ଭିକ୍କି ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ କରି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି । ଏବେ ଭିକ୍କିଙ୍କ ଏଭଳି ଏକ ପୋଷ୍ଟ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । […]

ଅଧିକ ପଢନ୍ତୁ

ଏହି ଅଭିନେତ୍ରୀ ଘର ଚଳାଇବା ପାଇଁ କଲ୍‌ ସେଣ୍ଟରରେ କାମ କରୁଥିଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌ ଏବେ ବେଶ ଲୋକପ୍ରିୟ। ସୁନ୍ଦର ପରଫରମାନ୍ସପାଇଁ ଦର୍ଶକ ତାଙ୍କୁ ପସନ୍ଦ କରୁଛନ୍ତି। ଅଭିନେତ୍ରୀ ଜରୀନ୍‌ଙ୍କର ବଲଉଡ୍‌ ସହିତ କୌଣସି ସଂପର୍କ ନଥିଲେ ମଧ୍ୟ ‘ବୀର’ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ। ଏବେ ଜରୀନ୍‌ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ‘ରେଡି’ ଫିଲ୍ମର ଗୀତ ‘କରେକ୍ଟର ଢ଼ିଲା’ରେ ସେ ନଜର ଆସିଥିଲେ। ପ୍ରଶଂସକମାନେ ତାଙ୍କୁ ବହୁତ କରିଥିଲେ ପସନ୍ଦ। ଜରୀନ୍‌ ବଲଉଡ୍‌ ଇଣ୍ଡଷ୍ଟ୍ରୀରେ ଏବେ […]

ଅଧିକ ପଢନ୍ତୁ

ଜନ୍ମଦିନରେ ମାଧୁରୀ ଦେଲେ ବଡ଼ ଉପହାର, ଜାଣନ୍ତୁ କ’ଣ…

ମୁମ୍ବାଇ: ୫୨ଟି ଫଗୁଣକୁ ଅତିକ୍ରମ କରିବା ପରେ ୫୩ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ସୁନ୍ଦରୀ ମାଧୁରୀ ଦୀକ୍ଷିତ । ଏକଡାଉନ ସତ୍ୱେ ଜନ୍ମଦିନକୁ ସେ ଧୁମଧାମରେ ପାଳନ କରିଛନ୍ତି । ହେଲେ ସବୁ କିଛି ଘର ଭିତରେ । ଏହା ଭିତରେ କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି । ଭେଟି ଦେଇଛନ୍ତି ଏକ ସୁନ୍ଦର ଉପହାର । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମାଧୁରୀ କଣ୍ଠଦାନ କରିଥିବା ଏକ ଗୀତର ଟିଜର୍ […]

ଅଧିକ ପଢନ୍ତୁ

ବାହାହେଲେ ତେଲୁଗୁ ସୁପରଷ୍ଟାର ନିଖିଲ ସିଦ୍ଧାର୍ଥ

ମୁମ୍ବାଇ : କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ସମୟରେ ବିବାହ କରିଛନ୍ତି ତେଲୁଗୁ ସୁପରଷ୍ଟାର ନିଖିଲ ସିଦ୍ଧାର୍ଥ। ତାଙ୍କ ବିବାହର ଫଟୋ ଭାଇରାଲ୍ ହୋଇଛି। ୨୦୦୭ ମସିହାରେ ‘ହ୍ୟାପ୍ପି ଡେସ’ ଫିଲ୍ମରୁ ସଫଳତା ପାଇଥିବା ସିଦ୍ଧାର୍ଥ ଡାକ୍ତର ପଲ୍ଲବୀ ଶର୍ମାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଥିଲେ ତାଙ୍କ ପ୍ରେମିକା। ଇନଷ୍ଟାଗ୍ରାମ​ରେ ମଙ୍ଗନର କିଛି ଫଟୋ ସେ ସେୟାର କରିଛନ୍ତି। ସିଦ୍ଧାର୍ଥ ବିବାହ ପୂର୍ବରୁ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଫଟୋ […]

ଅଧିକ ପଢନ୍ତୁ