ଅଭିନେତା ଶ୍ରୀତମ ଦାସ ଆହତ

ଭୁବନେଶ୍ଵର : ଫିଲ୍ମ ସୁଟିଂ ବେଳେ ଓଲିଉଡ୍ ଅଭିନେତା ଶ୍ରୀତମ ଦାସ ଆହତ। ଘୋଡ଼ା ପିଠିରୁ ପଡ଼ିଯିବାରୁ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button