ମଦ ପିଇଲେ ଫାଶୀ

ଏମିତି ଦେଶ ଯେଉଁଠି ମଦ ବିକିବା ଓ ପିଇବା ମନା। ଏଥିପାଇଁ କଠୋର ଆଇନ ରହିଛି। ମଦ ପିଇଲେ ମିଳିପାରେ ପାଶୀ ଦଣ୍ଡ।

ଖବର ଅନୁଯାୟୀ ଇରାନରେ କୌଣସି ବ୍ୟକ୍ତି ମଦ ପିଉଥିବେ କିମ୍ବା ନେଇ ଯାଉଥିବା ଅବସ୍ଥାରେ ଧରାପଡନ୍ତି ତାଙ୍କୁ ଜରିମାନା ସହ ଜେଲଦଣ୍ଡ। ଏମିତି କି ପାଶିଦଣ୍ଡ ମଧ୍ୟ ଦିଆଯାଏ। ମଦ ବିକଲେ ମିଳେ ସଜା। ତେଣୁ ଇରାନରେ କୌଣସି ବୟସର ବ୍ୟକ୍ତିଙ୍କୁ ମଦ ପିଇବାକୁ ଅନୁମତି ନାହିଁ। ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ। କୌଣସି ବ୍ୟକ୍ତି ଯଦି ବାରମ୍ବାର ମଦ ସମ୍ବନ୍ଧିତ ଅପରାଧରେ ଧରାପଡନ୍ତି ତେବେ ତାଙ୍କୁ ଫାଶି ଦଣ୍ଡ ଦିଆଯାଏ।

Leave a Reply

Your email address will not be published. Required fields are marked *

Back to top button