ରାତି ୮ଟା ରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ’ : ୭ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାତି ୮ଟା ରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ମଧ୍ୟ ରାତ୍ରି ସୁଦ୍ଧା ଶେଷ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ପୂର୍ବରୁ ଜାରି କରାଯାଇଛି । ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ…

Read More

ହାଜତରେ ମୃତ୍ୟୁ ଘଟଣାରେ ୪ ପୋଲିସ୍‌ ଅଧିକାରୀ ନିଲମ୍ୱିତ

ଭୁବନେଶ୍ୱର : ପୋଲିସ ମାଡ଼ରେ ଯୁବକ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା ।  ଏନେଇ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସର ଲାଠି ମାଡ଼ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରୁ ନିଲମ୍ୱନ କରାଯାଇଥିବା ଜଣାପଡ଼ିଛି । ବରଗଡ଼ରେ ଘଟିଥିବା ଉତ୍ତେଜନା ଓ ଲାଠିଚାର୍ଜ ଘଟଣାର ସ୍ଥିତି ସମୀକ୍ଷା କରିବାକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ ପହଞ୍ଚି ଥିଲେ । ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଆଇନ ଶୃଙ୍ଖଳା…

Read More

ଆସନ୍ତାକାଲି ୯ଟା ଯାଏଁ କେହି ଘରୁ ବାହାରନ୍ତୁ ନାହିଁ : SRC

ଭୁବନେଶ୍ୱର : ଦିନ ୪ଟା ସୁଦ୍ଧା ଗୋପାଳପୁର ଠାରୁ ୯୦ କିମି ଦୁରରେ ଥିଲା, ଆଶା କରାଯାଉଛି ବିଳମ୍ବିତ ସଂଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ । ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବ । ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ । ୮୫ରୁ ୯୫ କିମି ବେଗରେ ପବନ ବୋହିବ ଓଡିଶାରେ । ଧୀରେ ଧୀରେ ପବନର ବେଗ କମିବ । ଏହାପରେ ୬୦ରୁ ୭୦ କିମି ବେଗରେ ଗଂଜାମ ଗଜପତିରେ ପବନ ହେବାର…

Read More

ମାଓ ସମୀକ୍ଷା ବୈଠକରେ ରେଳ ସଂଯୋଗ, ବ୍ୟାଙ୍କ ସେବା ଯୋଗାଇବାକୁ ନବୀନଙ୍କ ଦାବି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ଦମନ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ଉପସ୍ଥିତି ଏବଂ ଏହାକୁ କମାଇବା ଦିଗ​‌ରେ ଆଲୋଚନା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉପସ୍ଥିତ ରହି ରାଜ୍ୟରେ ମାଓ ସ୍ଥିତି ନେଇ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Read More

ମଦ ଦୋକାନ ଉପରେ କଟକଣା : ଆସନ୍ତା ସପ୍ତାହରେ ୫ ଦିନ ବନ୍ଦ

କୋଲକାତା : ମଦ ଦୋକାନୀଙ୍କ ଉପରେ ଲାଗିଛି କଟକଣା । ଆସନ୍ତା ସପ୍ତାହରେ କୋଲକାତାର ବିଭିନ୍ନ ସ୍ଥାନରେ ବାର୍‌ ଓ ମଦ ଦୋକାନ ବନ୍ଦ ରହିବ । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟ୍‌ ହେଉଥିବା ଅଞ୍ଚଳରେ ୫ ଦିନ ପାଇଁ ଏହି କଟକଣା ଲାଗୁ ହେବ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୩୦ରେ ରାଜ୍ୟର ୩ଟି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନହେବ । ବହୁଚର୍ଚ୍ଚିତ ଭବାନୀପୁର ଆସନରେ ମଧ୍ୟ ଉପନିର୍ବାଚନ ହେଉଥିବାରୁ ଉକ୍ତ କଟକଣା ଲାଗୁ କରାଯିବ । ନିର୍ବାଚନ…

Read More

ପାଖେଇଲାଣି ‘ବାତ୍ୟା’ : ସ୍ଥଳଭାଗରୁ ୯୦ କି.ମି. ଦୂରରେ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ଏବେ ୧୯ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ଜରିଆରେ…

Read More

ଭାରତରେ ଚାଲିବ ଫ୍ଲାଇଙ୍ଗ କାର୍

ନୂଆଦିଲ୍ଲୀ : ବିମାନ ଯେମିତି ଆକାଶରେ ଉଡୁଛି, ଠିକ ସେମିତି ଆକାଶରେ ଉଡ଼ିବ କାର୍। ଖୁବ୍ ଶୀଘ୍ର ଆପଣ ଉଡ଼ନ୍ତା କାରରେ ବସି ବିଭିନ୍ନ ସ୍ଥାନକୁ ଯାଇପାରିବେ। ଆଉ ମାତ୍ର କେଇଟା ଦିନ ଭିତରେ ଆମ ଭାରତରେ କାରରେ ବସି ଆକାଶରେ ଉଡ଼ିବାର ସ୍ଵପ୍ନ ପୂରଣ ହେବାକୁ ଯାଉଛି। ଏବେ ଭିନାଟା ଏରୋମୋବିଲିଟି କମ୍ପାନୀ ଭାରତରେ ଏହି ଉଡନ୍ତା କାର ଚଳାଇବାକୁ ଯାଉଛି। ଚେନ୍ନାଇର ଏହି ଷ୍ଟାର୍ଟଅପ୍ କମ୍ପାନୀ ଦ୍ୱାରା ହାଇବ୍ରିଡ୍ ଫ୍ଲାଇଙ୍ଗ୍ କାର୍ ତିଆରି କରାଯାଉଛି।…

Read More

ପାର୍ବଣ ଋତୁ ପାଇଁ ଘରେ ଘରେ ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ : ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ ଦିଆଯାଇପାରିବ କୋଭିଡ ଟିକା । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ଦେଶର କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରିଛନ୍ତି, ଯଦିଓ ସଂକ୍ରମଣ କମିଛି କିନ୍ତୁ ଏଯାଏ ପୁରାପୁରି ସରି ନାହିଁ । କରୋନାର ଦ୍ୱିତୀୟ ଲହର ଲଗାତର ୧୨ ସପ୍ତାହ ହେଲା ସାପ୍ତାହିକ ପଜିଟିଭିଟି ରେଟ୍ ୩ ପ୍ରତିଶତ ତଳେ ରହୁଛି ଏବଂ ଆରୋଗ୍ୟ ହାର…

Read More
janatakhabar.in

ଏଣିକି ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ

ଭୁବନେଶ୍ୱର : ଏଣିକି ଫାର୍ମାସିଷ୍ଟମାନେ ରୋଗୀର ଚିକିତ୍ସା କରି ଔଷଧ ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବହୁ ଲାଇସେନ୍ସ ପ୍ରାପ୍ତ ଫାର୍ମାସିଷ୍ଟ ସ୍ୱାଗତ କରିଥିବା ବେଳେ କିଛି ବର୍ଷ ପୂର୍ବରୁ ଏହା ହେବାର ଥିଲା ବୋଲି କେତେକ କହିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। କେଉଁଠି ଡାକ୍ତର ନାହାଁନ୍ତି ତ ଆଉ କେଉଁଠି ଡାକ୍ତରଖାନାର ଷ୍ଟାଫଙ୍କର ରହିଛି ଅଭାବ। ସେହିପରି କିଛି ମେଡ଼ିକାଲ…

Read More
janatakhabar.in

ପିଲାଙ୍କ କୃମି ଦୋଷର କାରଣ, ଲକ୍ଷଣ ଓ ଉପଚାର

ଗାଁ ଗହଳିରେ ଅନେକ ସମୟରେ ଛୋଟ ପିଲାମାନେ ମଳଦ୍ୱାର କୁଣ୍ଡାଇ ହେଉଥିବା ଶୁଣିବାକୁ ମିଳିଥାଏ । ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳେ। ଏହାକୁ ଆମେ କୃମି ଦୋଷ ବୋଲି କହିଥାଉ । କୃମି ହେଲେ ଅନେକ ପିଲାଙ୍କର ଖାଇବା କମିଯାଏ, ପେଟ ଫୁଲିଯାଏ, ପାଠ ପଢ଼ିବାରେ ମନ ଲାଗେ ନାହିଁ କିମ୍ବା ନିମୋନିଆ ଭଳି ଗୁରୁତର ସମସ୍ୟା ମଧ୍ୟ ହୋଇପାରେ। କେତେ ପ୍ରକାରର କୃମି ରହିଛି ? …

Read More