ଆଇସିୟୁରେ କେମିତି ହୁଏ ଚିକିତ୍ସା ?
ଆଇସିୟୁ (ICU) କ’ଣ ? ଆଇସିୟୁର ଅର୍ଥ ହେଉଛି ଇଣ୍ଟେନ୍ସିଭ୍ କେୟାର ୟୁନିଟ୍। ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଏ। ଏହି ସ୍ୱତନ୍ତ୍ର ଓ୍ୱାର୍ଡରେ ରୋଗୀଙ୍କୁ ଅଭିଜ୍ଞ ଡାକ୍ତର ତଥା ନର୍ସମାନେ ନିରନ୍ତର ଭାବେ ମନିଟର କରିଥାଆନ୍ତି। ରୋଗୀର ହାର୍ଟ ରେଟ୍, ରକ୍ତଚାପ, ୟୁରିନ୍ ତଥା ଅନ୍ୟାନ୍ୟ ଜିନିଷକୁ ପ୍ରତି ମୁହୂର୍ତ୍ତରେ ମନିଟର କରାଯାଏ। ଆଇସିୟୁରେ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତର ତଥା ସ୍ୱତନ୍ତ୍ର ନର୍ସଙ୍କୁ ଛଡ଼ା ଯାଇଥାଏ। ତ’ଛଡ଼ା ଅନ୍ୟ କାହାକୁ ଛଡ଼ା…