janatakhabar.in

ବ୍ରାଉନସୁଗର ଡିଲ୍‌ ବେଳେ ଦୁଇ ମାଫିଆ ଗିରଫ

ଭୁବନେଶ୍ଵର : ବ୍ରାଉନ୍‌ସୁଗର ଡିଲ୍‌ ବେଳେ ଦୁଇ ମାଫିଆଙ୍କୁ ଧରିଲା କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌। ଏଥିସହ ୬୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ ହୋଇଥିବା ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଖବର ଅନୁଯାୟୀ ବଡ଼ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆସୁଥିଲା। ଜଳେଶ୍ୱରର ଆଜମିର ଖାଁ ଓ ବସ୍ତାର ଶେଖ ସାଦିରୁଦ୍ଦିନ ଏକ ବୋଲେରୋରେ ବ୍ରାଉନ୍‌ସୁଗର ଆଣିଥିଲେ। ସିଆର୍‌ପି ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଗାଡ଼ି…

Read More
janatakhabar.in

ସଂସଦର ସୁରକ୍ଷା ତ୍ରୁଟି : ବିଶୃଙ୍ଖଳିତ ଆଚରଣ ପାଇଁ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ। ବିରୋଧୀଦଳ ସଦସ୍ୟମାନେ ଏହି ଦାବିରେ ଅଟଳ ରହି ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା କରିଥିଲେ। ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ମୋଟ ୩୩ ସାଂସଦ ନିଲମ୍ବିତ ହୋଇଥିବା ବେଳେ…

Read More
janatakhabar.in

ବିବାହ କଲେ ବଙ୍ଗଳା ଅଭି‌ନେତା-ଅଭିନେତ୍ରୀ

କୋଲକାତା : ବଙ୍ଗଳା ଅଭିନେତା ସୌରଭ ଦାସ ଓ ଅଭିନେତ୍ରୀ ଦର୍ଶନା ବାନିକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ସୌରଭ ଓ ଦର୍ଶନା ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ଦୁହିଁଙ୍କ ବିବାହ ବଙ୍ଗଳା ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଛି। ଖବର ଅନୁଯାୟୀ ବିବା ଫଟୋରେ ଦର୍ଶନା ଲାଲରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିବା ବେଳେ ‌ସୌରଭ ଧଳାରଙ୍ଗର ସେରୱାନ ପିନ୍ଧିଛନ୍ତି। ଇନଷ୍ଟାଗ୍ରାମରେ ବିବାହ ଫଟୋ ଦେଖି ଫ୍ୟାନ୍ସମା‌ନେ ଯେତିକି ଖୁସି ହୋଇଛନ୍ତି ସେତିକି ଆଶ୍ଚର୍ଯ୍ୟ…

Read More
janatakhabar.in

ମଦ କାରବାରର ମୁମ୍ବାଇ ଲିଙ୍କ୍

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ମଦ ତିଆରି କାରଖାନାରେ ଆୟକର ବିଭାଗ ଚଢ଼ଉ କରୁଛି। ଏହି ସମୟରେ ମଦ କାରବାରର ମୁମ୍ବାଇ ଲିଙ୍କ୍ ସାମ୍ନାକୁ ଆସିଛି। ଏବିଡି ନାମକ କମ୍ପାନିରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ବଟଲିଂ ହେଉଥିବା ଜଣାପଡିଛି। ଖବର ଅନୁଯାୟୀ ଉମୁମ୍ବାଇ ଓ ସମ୍ବଲପୁରରେ ଥିବା କମ୍ପାନିର ଆର୍ଥିକ କାରବାରକୁ ନେଇ ସନ୍ଦେହ ବହେବାରୁ ମୁମ୍ବାଇ ଆୟକର ବିଭାଗ ଓଡ଼ିଶାର ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନିରେ ଯାଞ୍ଚ କରିଛି। ଯାଞ୍ଚ ବେଳେ…

Read More
janatakhabar.in

ରାଜ୍ୟରେ ଶୀତ ଲହରୀ : ୪ରୁ ୫ ଦିନ ରହିବ ପ୍ରକୋପ

ଭୁବନେଶ୍ଵର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସୁନ୍ଦରଗଡ଼ କିରେଇ ଓ କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଛି ୮ ଡିଗ୍ରୀ। କେନ୍ଦୁଝର ଓ ଟିଟିଲାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଖବର ଅନୁଯାୟୀ ବୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବନୁମାନ ଆଗାମୀ ୪ରୁ ୫ ଦିନ ଯାଏଁ ପାଗରେ କୋଣସି ପରିବର୍ତ୍ତନ ହେବନି। କନ୍ଧମାଳ ଜିଲ୍ଲାରେ ଶୀତ ଅଧିକ ଅନୁଭବ ହେଉଥିବା ବେଳେ…

Read More
janatakhabar.in

ଭୋଗରାଇରେ ମା’ଙ୍କୁ ପୋଡ଼ି ମାରିଥିବା ଅଭିଯୋଗ

ବାଲେଶ୍ୱର : ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ହୃଦୟବିଦାରକ ଘଟଣା। ବୀମା ଟଙ୍କା ପାଇଁ ମା’କୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଖବର ଅନୁଯାୟୀ ଶନିବାର ରାତିରେ କମର୍ଦ୍ଦା ଥାନା ବେଲଡା ଗାଁର ଖୁଦିରାମ ବେରା ଓ ପତ୍ନୀ ମଞ୍ଜୁରାଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘଟଣାର ସମାଧାନ ହେବାରୁ ପରିବାର ଖାଇପିଇ ଶୋଇଥିଲେ। ପରେ ମଞ୍ଜୁରାଣୀ ଦେହରେ ନିଆଁ ଲଗାଇଦେଇଥିବା…

Read More
janatakhabar.in

ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ବସରଦୁଇ ଡ୍ରାଇଭର ଏହି କୁକାର୍ଯ୍ୟ କରିଥିବା ବେଳେ ଜଣେ ଧରାପଡିଛି। ଅନ୍ୟ ଜଣକ ଫେରାର ଅଛି। ଖବର ଅନୁଯାୟୀ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ ଏହି ଲଜ୍ଜାଜଣକ ଘଟଣାଟି ଘଟିଛି। ସେଦିନ ଯୁବତୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ଘରକୁ ଯାଉଥିଲେ। ବସ୍‌ରେ ସିଟ୍ ନ ଥିବାରୁ ସେ ଡ୍ରାଇଭରଙ୍କ କ୍ୟାବିନରେ ବସିଥିଲେ। କ୍ୟାବିନ୍‌ ଭିତରପଟୁ ବନ୍ଧ ଥିଲା। ବାଟରେ କ୍ୟାବିନ୍‌ରେ ବସିଥିବା ଅନ୍ୟ…

Read More
janatakhabar.in

ଜିତୁ ପଟୱାରୀ ହେଲେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ

ଭୋପାଳ: ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହି ପଦବୀରେ ଥିବା କମଳନାଥଙ୍କୁ ହଟାଇ ଦିଆଯାଇଛି। ଖବର ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜିତୁ ପଟୱାରୀଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାଛଡା ଆଦିବାସୀ ନେତା ଉମଙ୍ଗ ସିନ୍ଧାର ହୋଇଛନ୍ତି ବିରୋଧୀ ଦଳ ନେତା। ଉଭୟ ନିଯୁକ୍ତିକୁ କଂଗ୍ରେସ ତତ୍କାଳ ପ୍ରଭାବରେ କାର୍ଯ୍ୟକାରୀ କରିଥିବାରୁ କମଲନାଥଙ୍କ…

Read More
janatakhabar.in

କ୍ୟାପିଟାଲ ହସ୍ପିଟାଲରେ ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ ବିନା ହୋଇପାରିବନି ଏମଆରଆଇ ଓ ସିଟି ସ୍କାନ୍‌

ଭୁବନେଶ୍ଵର : ରାଜଧାନୀ ବୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ଏଣିକି ଏମଆରଆଇ କିମ୍ବା ସିଟି ସ୍କାନ୍‌ ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବ ନାହିଁ। ହସ୍ପିଟାଲର ଉପ ନିର୍ଦ୍ଦେଶକ ଧନଞ୍ଜୟ ଦାସ ଏହି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଶ୍ରୀ ଦାସ କହିଛନ୍ତି କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନେ ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ଟେଷ୍ଟ କରାଇ ପାରିବେ ନାହିଁ। ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ…

Read More
janatakhabar.in

ରାଉରକେଲା ଡାଇରିଆ ମୃତ୍ୟୁସଂଖ୍ୟା ୭ ଛୁଇଁଲା

ରାଉରକେଲା : ରାଉରକେଲାରେ ଡାଇରିଆ। ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ମୃତକ ଦ୍ୱୟ ହେଲେ ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ଗାନ୍ଧୀରୋଡର ଅତୁଲ କିସାନ। ପୂର୍ବରୁ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ଵାଇଁଙ୍କୁ ମିଶାଇ ୫ଜଣ ମାରିଥିଲେ। ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ୪ ଜଣ ପ୍ରାଣ ହରାଇଲେଣି। ସେମାନେ ହେଲେ ପାନପୋଷର ଗ୍ଲାସନ୍‌ ସାମନ୍ତ, ଉଦିତନଗରର ନାନ୍‌ସି ଦୁ‌ବେ), ପାନପୋଷ ତରକେରାର ଫୁଲତୋଳି ଗୌଡ଼…

Read More