ଉଦଣ୍ଡୀ ସୀତା ରିଟର୍ଣ୍ଣସ୍ : ଭିଡ଼ିଓରେ ଦେଖନ୍ତୁ ସ୍ଵାମୀ ସାମ୍ନାରେ ଶାଶୁକୁ ପିଟିଲା ବୋହୂ
ନୂଆଦିଲ୍ଲୀ : ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଜଣେ ବୋହୂ ନିଜ ଅସୁସ୍ଥ ବୃଦ୍ଧ ଶାଶୁଙ୍କୁ ମାଡ ମାରିବା ମାମଲା ସାମ୍ନାକୁ ଆସିଛି। ଏହାର ଭିଡିଓ ଦୁଇ ଦିନ ଧରି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଘରୋଇ ବିବାଦ ହେତୁ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ରାଜେନ୍ଦ୍ର ପାର୍କ ପୋଲିସ ଷ୍ଟେସନରେ ବୋହୂ ଙ୍କ ନାଁରେ ଅଭିଯୋଗ କରାଯାଇଛି। ଏଥିରେ ବୋହୂ ଶାଶୁ ମା’ଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିବାର…