କେବେ ବି ନିଜ ସ୍ତ୍ରୀଙ୍କୁ ଖୁସି କରି ପାରନ୍ତି ନାହିଁ ଏହି ୩ ଟି ରାଶିର ପୁରୁଷ !

କେବେ ବି ନିଜ ସ୍ତ୍ରୀ ଙ୍କୁ ଖୁସି କରି ପାରନ୍ତି ନାହିଁ ଏହି ୩ ଟି ରାଶିର ପୁରୁଷ ମଣିଷ ର ସ୍ୱଭାବ ଏବଂ ଚିନ୍ତା ଧାରା ସେମାନଙ୍କ ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ତିନୋଟି ରାଶି ର ପୁରୁଷ ଙ୍କ ବିଷୟ ରେ କହିବୁ ଯେଉଁ ରାଶି ର ପୁରୁଷ ଙ୍କ ବିଷୟ ରେ କହିବୁ ଯିଏ ନିଜ ସ୍ତ୍ରୀ ଙ୍କୁ କେବେ ବି ଖୁସୀ କରି ପାରନ୍ତି ନାହିଁ ।

ପ୍ରଥମେ ହେଲା ମୀନ ରାଶି ।ଜ୍ୟୋତିଷ ଶାସ୍ତ୍ରରେ 12 ଟି ରାଶି ମାନଙ୍କ ମଧ୍ୟରୁ ଯଦି ଆମେ ଏହି ରାଶିର ପୁରୁଷ ଙ୍କ ବିଷୟ ରେ କହିବା ତେବେ ଏମାନେ ନିଜ ସ୍ତ୍ରୀ କୁ କେବେ ବି ଖୁସୀ କରିପାରନ୍ତି ନାହିଁ । ଏମାନେ ସବୁ ବେଳେ ନିଜ ସ୍ତ୍ରୀ ର ସବୁ କାମ ରେ ଦୋଷ ବାହାର କରନ୍ତି । ଏମାନଙ୍କ ସ୍ତ୍ରୀ ଯେତେ କାମ କରିଲେ ବି ସେମାନଙ୍କ ସ୍ୱାମୀ ମାନେ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ , ସ୍ୱଭାବ ରେ ଏହି ପୁରୁଷ ମାନେ ଭଲ ହୋଇଥାନ୍ତି , ସେହିଥି ପାଇଁ ଝିଅ ମାନେ ଆକର୍ଶିତ ହୋଇଥାନ୍ତି , ହେଲେ ବିବାହ ପରେ ଏହି ପୁରୁଷ ମାନେ କେବେ ବି ନିଜର ପତ୍ନୀ ଙ୍କୁ ସନ୍ତୁଷ୍ଟ କରି ପାରନନ୍ତି ନାହିଁ ବରଂ ଦୋଶ ଖୋଜନ୍ତି ,

ଦୁଇ ରେ ହେଲା ବୃଷ ରାଶି ଏହି ରାଶି ର ପୁରୁଷ ମାନେ ଶାନ୍ତ ସ୍ୱଭାବ ର ହୋଇଥାନ୍ତି ହେଲେ ନିଜର ସ୍ତ୍ରୀ କୁ ଖୁସୀ ନ କରିବା ପଛରେ ଗୋଟିଏ କାରଣ ଥାଏ ତାହା ହେଲା ନିଜର ଭଲ ପାଇବା କୁ ପ୍ରକାଶ ନ କରିବା । କାରଣ ଏମାନେ ଲାଜୁଆ ସ୍ୱଭାବ ର ହୋଇ ଥିବାରୁ ନିଜର ମନ କଥା କୁ କେବେ ବି କହି ପାରନ୍ତି ନାହିଁ , ହେଲେ ଏମାନଙ୍କୁ ଆମେ ମାନେ ଧୋକାବାଜ୍ କହି ପାରିବା ନାହିଁ ।

ସେହି ପରି ତିନିରେ କନ୍ୟା ରାଶି ର ପୁରୁଷ ମାନେ କେବେ ବି ସ୍ତ୍ରୀ ର ଖୁସୀ ଦେଖି ପାରନ୍ତି ନାହିଁ ସେମାନେ ସବୁ ସମୟ ରେ ସ୍ତ୍ରୀ କୁ ଆୟତ ରେ ରଖିବା ପାଇଁ ଚେଷ୍ଟା କରନ୍ତି ଜାହା ପାଇଁ ସ୍ତ୍ରୀ ମାନେ କେବେ ବି ତାଙ୍କ ଉପରେ ଖୁସୀ ରୁହନ୍ତି ନାହିଁ ,

Leave a Reply

Your email address will not be published.

Back to top button