janatakhabar.in

ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହକୁ ଏନକାଉଣ୍ଟର

ଚଣ୍ଡୀଗଡ଼ : ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହଙ୍କୁ ଆଜି ଅମୃତସର ଜାଣ୍ଡିଆଲା ଗୁରୁଠାରେ ଏନକାଉଣ୍ଟର। ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ ଅମୃତପାଲର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଗ୍ରାମୀଣ ଅମୃତସରର ବରିଷ୍ଠ ପୋଲିସ ଅଧୀକ୍ଷକ ସତୀନ୍ଦର ସିଂ କହିଛନ୍ତି ଅମୃତପାଲକୁ ପଚରାଉଚରା ବେଳେ ସେ କହିଥିଲା ୨କେଜି ହେରୋଇନ ଲୁଚାଇ ରଖିଛି। ଏହାକୁ ଜବତ କରିବା ପାଇଁ ଆମେ ତାକୁ ଜାଣ୍ଡିଆଲା ଗୁରୁକୁ ନେଇଥିଲୁ। ହେଲେ ସେ ହେରୋଇନ ଭିତ‌ରେ ରଖିଥିବା ପିସ୍ତଲ କାଢ଼ି ଆମ ଉପରକୁ ଗୁଳି…

Read More
janatakhabar.in

ରାଉରକେଲାରେ ୨ ଲୁଟେରା ଗିରଫ : ୫୧୨ ଗ୍ରାମ୍‌ ଅଳଙ୍କାର ଜବତ

ରାଉରକେଲା : ବାସନ୍ତୀ କଲୋନି ମାଲଗୋଦାମ କାଳୀମନ୍ଦିର ନିକଟ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୫୧୨ ଗ୍ରାମ୍‌ ଅଳଙ୍କାର ଜବତ ହୋଇଛି। ଖବର ଅନୁଯାୟୀ ଅଭିଯୁକ୍ତଦ୍ୱୟ ହେଲେ ବାସନ୍ତୀ କଲୋନିର ଦୁଇ ଭାଇ ଅଭିରାଜ ସୋନି ଓରଫ ପ୍ରିନ୍ସ ଓ ଆୟୁଷ ରାଜ୍ ପ୍ରସାଦ। ଗତ ୧୫ ତାରିଖ ଦିନ ଦିନପିସି ଜୁଏଲାରିର କର୍ମଚାରୀ ପ୍ରଦୀପ ସୋନିଙ୍କୁ ଛୁରାମାଡ଼ କରି ୫୧ ଲକ୍ଷ ୮୬ ହଜାର ଟଙ୍କାର ସୁନାଭର୍ତ୍ତି ବ୍ୟାଗ୍‌…

Read More
janatakhabar.in

ଯୁବତୀଙ୍କ ଜରିଆରେ ହନିଟ୍ରାପ୍‌ କରୁଥିଲା ବୁଖାରୀ

ଭୁବନେଶ୍ଵର : କଶ୍ମୀରୀର ଈଶାନ ବୁଖଶରୀକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ମଙ୍ଗଳବାର ଠାରୁ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଆଜି ଦ୍ଵିତୀୟ ଦିନରେ ଏସ୍‌ଟିଏଫ୍‌କୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି। ଆଉ ଜଣାପଡ଼ିଛି ଯୁବତୀମାନଙ୍କୁ ହନିଟ୍ରାପରେ ବ୍ୟବହାର କରୁଥଲା। ଯୁବତୀମାନଙ୍କ ସହିତ ଯୋଗାଯୋଗ ରଖିବାକୁ ନିଜେ କରିଥିଲା ମୋବାଇଲ୍‌ ଆପ୍‌। ଖବର ଅନୁଯାୟୀ ଯେଉଁମାନେ ନ୍ୟୁଡକଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ବୁଖାରୀ ମୋଟା ଅଙ୍କର କମିସନ ନେଉଥିଲା। ଓଡ଼ିଶାର ଦୁଇଜଣ ଯୁବତୀଙ୍କ ସହ ସେ ସମ୍ପର୍କରେ…

Read More
janatakhabar.in

କେରେଡ଼ାଗଡ଼ରେ ଜଳଯୋଗାଣ ପାଇଁ ୨୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : କେନ୍ଦ୍ରାପଡା ଜିଲ୍ଲା କେରେଡ଼ାଗଡ଼ରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡ଼ାଗଡ଼ ପ୍ରାଥମିକ ବିଦ୍ୟାଳୟ ଓ କେରେଡ଼ାଗଡ଼ ଗ୍ରାମ ପଞ୍ଚାୟତରେ ୨ଟି ପାଣି ଟାଙ୍କି ସ୍ଥାପନ କରାଯିବ। ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଏହି ଅର୍ଥ ମଂଜୁର ହୋଇଛି। ସୂଚନାଯୋଗ୍ୟ ଗତ ୧୮ ତାରିଖ ଦିନ ଅର୍ଥାତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି…

Read More
janatakhabar.in

ପରକୀୟା ପ୍ରୀତି : ସ୍ଵାମୀକୁ ପୋଡି ମାରିଲେ ପତ୍ନୀ ଓ ପ୍ରେମିକ

କଟକ : ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ। ପତ୍ନୀ ଓ ପ୍ରେମିକ ମିଶି ଯୁବକକୁ ପୋଡି ମାରିଦେଲେ। ଚୌଦ୍ଵାର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଥିବା ବେଳେ ଯୁବକର ପତ୍ନୀ ଓ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଖବର ଅନୁଯାୟୀ ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚିଳ କୁମାର ମହାପାତ୍ର ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି। ଗତ ୧ ତାରିଖ ଦିନ ପଡିଆରେ ଜଣେ ଯୁବକ ନିଆଁରେ ପୋଡି ଯାଉଥିବା ପୋଲିସ ଖବର ମିଳିଥିଲା। ପୋଲିସ ସେଠାରେ…

Read More
janatakhabar.in

ଭିଜିଲାନ୍ସ ଜାଲରେ ବନରକ୍ଷୀ ଓ ୱାଚର

ରାଉରକେଲା : ଭିଜିଲାନ୍ସ ଜାଲରେ ଧରାପଡିଲେ ବନରକ୍ଷୀ ଓ ୱାଚର। ଜବତ ବାଇକ୍‌ ଛାଡ଼ିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉ ଫସିଥିବା ଜଣାପଡିଛି। ଖବର ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ଧରଣୀଧରପାଲି ନର୍ସରିର ବନରକ୍ଷୀ ସନାତନ ପାତ୍ର ଓ ୱାଚର ନରେନ୍ଦ୍ର କାଲୋ ବାଇକ୍‌ ଛାଡ଼ିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଶ୍ରୀ ପାତ୍ର ଓ ଶ୍ରୀ କାଲୋ ଆଜି ଲାଞ୍ଚ…

Read More
janatakhabar.in

ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ : ଛାତ୍ରଛାତ୍ରୀ ଓ ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇଲେ

ବାରିପଦା : ମୟୁରଭଞ୍ଜ ଜିଲ୍ଲ‍ା ଗସ୍ତରେ ନବୀନ ଓଡ଼ିଶା ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ୫ଟିରେ ରୂପାନ୍ତରୀକରଣ ହୋଇଥିବା ୧୫୪ ଯୁକ୍ତ ୨ କଲେଜର ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଖବର ଅନୁଯାୟୀ ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ କହିଲେ ଜୀବନରେ ଉଚିତ ବନ୍ଧୁ ସହିତ ରହିବା ସହିତ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ଜୀବନରେ ବନ୍ଧୁ ସହିତ ଗୁରୁ ହିଁ ଜଣେ ଏମିତି…

Read More
janatakhabar.in

ଉଭୟ ଗୃହରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଲା

ନୂଆଦିଲ୍ଲୀ : ଲୋକସଭାରେ ହଟ୍ଟଗୋଳ କରିବାରୁ ଆଜି ୪୯ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।ଗୃହରେ ‘ଅସାମ୍ବିଧାନିକ ଆଚରଣ’ ଅଭିଯୋଗରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ। ଖବର ଅନୁଯାୟୀ ସଂସଦ ଭବନ ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି ରଖନ୍ତୁ। ଏହି ଦାବିରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ଏହି କାରଣ ପାଇଁ ଚଳିତ ଶୀତ ଅଧିବେଶନରେ ସାଂସଦଙ୍କ ନିଲମ୍ବନ ସଂଖ୍ୟା ବୃଦ୍ଧି ପାଉଛି। ଗତକାଲି ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ ହୋଇଥିଲେ। ଆଜି…

Read More
janatakhabar.in

ଚିଙ୍ଗୁଡ଼ି ଘେରି : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ଭୁବନେଶ୍ଵର : ଚିଙ୍ଗୁଡ଼ି ଘେରି ପାଇଁ ଚିଲିକାର ପ୍ରାକୃତିକ ସୋନ୍ଦର୍ଯ୍ୟ ନଷ୍ଟ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ରାଜ୍ୟ ବାହାର ଦୁଇ ଏକ୍ସପର୍ଟ ଟିମ୍ ସହ ସରକାର ଆଲୋଚନା କରିଛନ୍ତି। ଜାନୁଆରି ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଖବର ଅନୁଯାୟୀ ଆଦ୍ରଭୂମିର ସୁରକ୍ଷା ପାଇଁ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆବଶ୍ୟକ ବୋଲି କୋର୍ଟ ଦର୍ଶାଇଥିଲେ। ଡ୍ରୋନରେ ପାଟ୍ରୋଲିଂ କରି ବେଆଇନ୍ ଚିଙ୍ଗୁଡ଼ି ଘେରି ଚିହ୍ନଟ ପାଇଁ…

Read More
janatakhabar.in

ମାହାଙ୍ଗା ଡବଲ ମର୍ଡର : ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢ଼ିଲା

କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଜାନୁଆରି ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅବଧି ୧୯ ଡିସେମ୍ବର ଯାଏଁ ଥିଲା। ଜାନୁଆରି ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ତେଣୁ ବିଧାୟକଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଖବର ଅନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ…

Read More