ଗେମ୍ ଖେଳିବାକୁ ମନା କରିବାରୁ ବାପାକୁ ହତ୍ୟା କଲା ପୁଅ
ନୂଆଦିଲ୍ଲୀ : ବର୍ତ୍ତମାନ ମହାମାରୀ କରୋନା କାଳରେ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ କରୁଛନ୍ତି । ହେଲେ ମୋବାଇଲ୍ ନିଶା ଏତେ ହେଲାଣି ଯେ ପିଲାମାନେ କ୍ଲାସ୍ କରିବା ବଦଳରେ ଗେମ୍ ଖେଳିବା ସହ ମୋବାଇଲ ଧରିବାର ଅଭ୍ୟାସ ହୋଇଗଲାଣି । ସବୁ ପିଲାଙ୍କର ମୋବାଇଲ୍ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟି ଯାଇଛି । ଏଥିପାଇଁ ଛୋଟ ପିଲା ହେଉ କି ବଡ ପିଲା ମୋବାଇଲ ଯୋଗୁଁ ଅନେକ ଲୋକଙ୍କ ଜୀବନ ନଷ୍ଟ ହେଉଛି ।…