janatakhabar.in

ଟିଭି ଆଙ୍କରରୁ ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା

ନୂଆଦିଲ୍ଲୀ : ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ। ଟିଭି ଆଙ୍କରରୁ ସେ ବନିଛନ୍ତି ରାଜନେତା। ସୋସିଆଲ ମିଡିଆରେ ତାଙ୍କର ବେଶ୍ ପ୍ରଭାବ ରହିଛି। ଖବର ଅନୁଯାୟୀ ବେରିଲ୍‌ ବନ୍ନେଇସାଙ୍ଗୀ ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍ପିଏମ୍‌) ଟିକେଟ୍‌ରେ ଦକ୍ଷିଣ ଆଇଜୋଲ୍‌-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ଵୀତା କରିଥିଲେ। ୩୨ବର୍ଷୀୟ ବେରିଲ୍‌ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର ପ୍ରାର୍ଥୀ ଏଫ୍‌. ଲାଲନୁନ୍‌ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ମେଘାଳୟ ଅନ୍ତର୍ଗତ ସିଲଂ ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭର୍ସିଟି’ରୁ ଏମ୍‌….

Read More
janatakhabar.in

୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌କୁ ନିଷିଦ୍ଧ ହେବ

ନୂଆଦିଲ୍ଲୀ : ଦେଶରେ ନିଷିଦ୍ଧ ହେବ ୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌। ଚୀନ୍‌ ପରିଚାଳିତ ଆର୍ଥିକ ଠକେଇର ପର୍ଦ୍ଦାଫାସ ପରେ ଭାରତ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖବର ଅନୁଯାୟୀ ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୱେବସାଇଟ୍‌ ଗୁଡ଼ିକୁ ବ୍ଲକ୍‌ କରିବାକୁ ଗୃହ ମନ୍ତ୍ରାଳୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛି। ସୂଚନାଯୋଗ୍ୟ ନିକଟରେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରୁ ବିଜିଏମଆଇ…

Read More
janatakhabar.in

ନନ୍‌-ଭେଜ୍‌ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ବିଧାୟକଙ୍କ ନିର୍ଦ୍ଦେଶ

ଜୟପୁର : ରାଜରାସ୍ତା କଡ଼ରେ ଚାଲିପାରିବନି ନନ୍‌-ଭେଜ୍‌ ଫୁଡ୍‌ ଷ୍ଟଲ୍‌। ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ। ଖବର ଅନୁଯାୟୀ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ ଜଣେ ଅଧିକାରୀଙ୍କୁ ଫୋନ୍‌ କରି ରାସ୍ତା କଡ଼ରେ ଥିବା ସମସ୍ତ ନନ୍‌-ଭେଜ୍‌ ଖାଇବା ଦୋକାନ ବନ୍ଦ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏ ସଂପର୍କରେ ସେ କହିଛନ୍ତି ମୁଁ ଧମକ ଦେଉ ନଥିଲି। ସମସ୍ତ ଅଧିକାରୀଙ୍କୁ ଡାକିଥିଲି। ଜଣେ…

Read More
janatakhabar.in

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’

ହାଇଦ୍ରାବାଦ : ସାମୁଦ୍ରିକ ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନ ବେଗ ରହିଛି ୯୦ରୁ ୧୧୦ କିଲୋମିଟର। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ମଧ୍ୟରାତ୍ରରେ ବାତ୍ୟା ଦୁର୍ବଳ ହୋଇଯିବ। ଏହାର ପ୍ରଭାବରେ ରାଜ୍ୟର ତିରୁପତି, ନେଲୋର, ପ୍ରକାଶମ, ବାପତଲା, କୃଷ୍ଣ, ପଶ୍ଚିମ ଗୋଦାବରୀ, କୋନାସିମା ଓ କାକିନାଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏଥିସହ ଓଡିଶାର କେତେକ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ଯାଏ…

Read More
janatakhabar.in

ରେବନ୍ଥ ରେଡ୍ଡୀ ହେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କଂଗ୍ରେସ ନେତା ଅନୁମୁଲା ରେବନ୍ଥ ରେଡ୍ଡୀ। ଆସନ୍ତାକାଲି ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଖବର ଅନୁଯାୟୀ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ଥ ରେଡ୍ଡୀଙ୍କର ରହିଥିଲା ପ୍ରମୁଖ ଭୂମିକା। ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବନ୍ଥ ଆସନ୍ତାକାଲି କିମ୍ବା ତା’ ପର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କାମାରେଡ୍ଡୀ ଆସନରୁ ଲଢୁଥିବା ବିଆରଏସ୍ ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବିଜେପି…

Read More
janatakhabar.in

ମଣିପୁର : ଦୁଇଗୋଷ୍ଠୀ ସଂଘର୍ଷରେ ୧୩ ମୃତ

ଇମ୍ଫାଲ୍ : ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଘଟିଥିବା ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ସୋମବାର ଏକ ସଶସ୍ତ୍ର ଗୋଷ୍ଠୀର ବିଦ୍ରୋହୀ ମିଆଁମାର ଅଭିମୁଖେ ଯାଉଥିଲେ। ସ୍ଥାନୀୟ ଅଞ୍ଚଳର ଆଉ ଏକ ପ୍ରଭାବଶାଳୀ ଗୋଷ୍ଠୀ ଅଚାନକ ଆକ୍ରମଣ କରିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଏ ସଂପର୍କରେ ସୂଚନା ପାଇ ଗୁଳିବିନିମୟ ସ୍ଥଳରେ ପହଞ୍ଚି ମୃତଦେହ…

Read More
janatakhabar.in

ଜନାଦେଶକୁ ଗ୍ରହଣ କରୁଛୁ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳର ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଜନାଦେଶକୁ ଗ୍ରହଣ କରୁଛୁ। କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ। ଏଥିସହ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇ ରାହୁଲ କହିଛନ୍ତି ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ। ଏହାଛଡା ସେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଛନ୍ତି। ସେହିପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି ତେଲେଙ୍ଗାନାର…

Read More
janatakhabar.in

ସମସ୍ତଙ୍କ କଲ୍ୟାଣ ପାଇଁ କାମ କରିବାକୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ୨୦୨୩ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସଫଳତା। ମଧ୍ୟପ୍ରଦେଶରେ ସ୍ଥିତି ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼କୁ ଛଡାଇ ନେବାକୁ ସକ୍ଷମ ହୋଇଛି ବିଜେପି। ହେଲେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବାର ଆଶା ଉଜ୍ଜଳ ହୋଇଛି। ବିଜେପିର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ନିରବଚ୍ଛିନ୍ନ ଭାବେ ସମସ୍ତଙ୍କ କଲ୍ୟାଣ ପାଇଁ…

Read More
janatakhabar.in

ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିଲା : ଗେହଲଟ ଓ ପାଇଲଟ ଜିତିଲେ

ରାଜସ୍ଥାନ : କଂଗ୍ରେସ ରାଜସ୍ଥାନରେ ହାରିଲା। କିନ୍ତୁ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ ଜିତିଥିବା ଜଣାପଡିଛି। ଖବର ଅନୁଯାୟୀ ରାଜସ୍ଥାନର ଟୋଙ୍କ ଆସନରୁ ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ବିଜେପିର ଅଜିତ ସିଂହ ମେହଟାଙ୍କୁ ହରାଇ ସେ ୧ ଲକ୍ଷ ୫ ହଜାର ୮୧୨ ଭୋଟ୍‌ ହାସଲ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରଦାରପୁର ଆସନରୁ ଲଗାତର ୯…

Read More
janatakhabar.in

୨୦୦ଟି ଆସନରେ ପ୍ରାର୍ଥୀ ଦେଇ ଖାତା ଖୋଲି ପାରିଲାନି ଆପ୍‌

ନୂଆଦିଲ୍ଲୀ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟିକୁ ଝଟ୍‌କା ଦେଇଛି। ଏହି ଦଳ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ତେଲେଙ୍ଗାନାରେ ଖାତା ଖୋଲିପାରି ନାହିଁ। ୨୦୦ଟି ଆସନରେ ପ୍ରାର୍ଥୀ ଦେଇ ନିରାଶ ହୋଇଛି। ଖବର ଅନୁଯାୟୀ ମଧ୍ୟପ୍ରଦେଶରେ ଆପ୍‌ ୭୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିଥିଲା। ସେହିପରି ରାଜସ୍ଥାନରେ ୮୮ ଓ ଛତିଶଗଡ଼ରେ ୫୭ଟି ଆସନରେ ପ୍ରାର୍ଥୀ ଦେଇଥିଲା ଆପ୍‌। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ…

Read More