JANATAKHABAR.IN

janatakhabar.in

ବି.ଏସ୍.କେ.ୱାଇର କଳେବର ବୃଦ୍ଧି : ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ

ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ…

Read More
janatakhabar.in

ରାମ ମନ୍ଦିର ଉଦଘାଟନ : ହୋଟେଲ ଓ ଧର୍ମଶାଳା ପ୍ରି-ବୁକିଂ ବାତିଲ୍

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ରାମ ମନ୍ଦିର ଆସନ୍ତା ଜାନୁଆରି ୨୨ ତାରିଖରେ ଉଦଘାଟନ ହେବ। ଦେଶର ବିଭିନ୍ନ ସ୍ଥାନରୁ ଲୋକେ ସେଠାରେ ପହଞ୍ଚିବେ। ସେଥିପାଇଁ ଅଯୋଧ୍ୟାରେ ହୋଟେଲ ଓ ଧର୍ମଶାଳାର ରୁମ୍ ଆଗୁଆ ବୁକ୍ ହୋଇଛି। କିନ୍ତୁ ଆଜି ରାଜ୍ୟ ସରକାର ଏକ ଜରୁରୀ ବୈଠକ କରି ସମସ୍ତ ବୁକିଂକୁ ବାତିଲ କରିବାକୁ କହିଛନ୍ତି। ଖବର ଅନୁଯାୟୀ ଉତ୍ତରପ୍ରଦେଶ ସରକାର ଭିଭିଆଇପିଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେଉଁମାନଙ୍କ ପାଖରେ ଡ୍ୟୁଟି ପାସ୍…

Read More
janatakhabar.in

ଓଡ଼ିଶାରେ ଆୟକର ଚଢଉ : ୩୫୧ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ : ମଦ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କା ଓ ଗହଣା ସଂପର୍କରେ ଆୟକର ବିଭାଗ ସୂଚନା ଦେଇଛି। ବିଭାଗ କହିଛି ଚଢଉ ବେଳେ ୩୫୧ କୋଟି ଟଙ୍କା ବ୍ୟତୀତ ୨.୮୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ଜବତ କରାଯାଇଛି । ଖବର ଅନୁଯାୟୀ ୩୨୯ କୋଟି ଟଙ୍କାର ନଗଦ ଅର୍ଥର ଏକ ବଡ଼ ଅଂଶ ବଲାଙ୍ଗୀର ଜିଲ୍ଲାର ସୁଦାପଡ଼ା ଓ ଟିଟିଲାଗଡ଼ ଏବଂ ସମ୍ବଲପୁର ଜିଲ୍ଲାର କ୍ଷେତରାଜପୁର…

Read More
janatakhabar.in

ପ୍ରଧାନମନ୍ତ୍ରୀଙ୍କୁ ପକେଟମାର କହି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପକେଟମାର କହି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଭଳି ବୟାନ ଦେବା ଉଚିତ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିବା ବେଳେ ଏହି ମାମଲାରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ନଭେମ୍ବର ମାସରେ ରାଜସ୍ଥାନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପକେଟମାର ଓ ପାନୌତି…

Read More
janatakhabar.in

ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର : ଆତଙ୍କବାଦୀଙ୍କ ଟା‌ର୍ଗେଟରେ ଯବାନ। ଆଜି ଯବାନମାନେ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଡେରା କି ଗଲି (ଡିକେଜି)ରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ ଯେଉଁଠାରେ ଆକ୍ରମଣ ସ୍ଥଳକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ସେଠାରେ ଜାରି ରହିଛି ଗୁଳି ବିନିମୟ। ଆକ୍ରମଣରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ମାସକ ମଧ୍ୟରେ ଏହା ହେଉଛି ଯବାନମାନଙ୍କ ଉପରେ ଦ୍ଵିତୀୟ ଆକ୍ରମଣ। ଗତ ମାସରେ ଭାରତୀୟ…

Read More
janatakhabar.in

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ। ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ପାଣ୍ଡରା, ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଘରେ ଚଢଉ ହୋଇଛି। ସେହିପରି ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁର ଘରେ ହୋଇଛିି ଭିଜିଲାନ୍ସ ରେଡ୍। ଠାବ ହୋଇଥିବା…

Read More
janatakhabar.in

୫୬ବର୍ଷ ବୟସରେ ମେକଅପ ଆର୍ଟିଷ୍ଟଙ୍କୁ ବିବାହ କରିବେ ଅରବାଜ

ମୁମ୍ବାଇ : ବଲିଉଡ ଅଭିନେତା ଅରବାଜ ଖାନ ୫୬ବର୍ଷ ବୟସରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଏବେ ଚର୍ଚ୍ଚାରେ ରହିଛି। ଖବର ଅନୁଯାୟୀ ଅଭିନେତା ଅରବାଜ ଖାନ ଡେଟ କରୁଥିବା ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି। ‘ପାଟନା ଶୁକ୍ଳା’ ଫିଲ୍ମର ସେଟରେ ଶୌରା ଓ ଅରବାଜଙ୍କ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଦୁହିଁଙ୍କ ନିଷ୍ପତ୍ତି ଅନୁସାରେ ଡିସେମ୍ବର ୨୪ ତାରିଖରେ ବିବାହ ହେବ…

Read More
janatakhabar.in

ରାଜ୍ୟରେ ଶୀତ କମିବ ଓ କୁହୁଡ଼ି ବଢ଼ିବ

ଭୁବନେଶ୍ଵର : ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୁକ୍ରବାର ପରଠାରୁ କମିବ। କିନ୍ତୁ କୁହୁଡ଼ି ବଢିବ। ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଶୀତର ପ୍ରକୋପ ଆସନ୍ତାକାଲି ଯାଏଁ ରହିବ। ୨୩ ତାରିଖ ସକାଳେ ପ୍ରବଳ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଉତ୍ତର ଓ…

Read More
janatakhabar.in

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ରେ ଲୋକାର୍ପିତ : ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରିଣ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରି ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପରିଚାଳଚନା କମିଟିର ୫ ଜଣ ପ୍ରତିନିଧି ଓ ବରିଷ୍ଠ ସେବାୟତ ପ୍ରମୁଖ ନିମନ୍ତ୍ରଣ କରିବାକୁ ଯାଇଥିଲେ। ଏହାକୁ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି। ପାଟ ପଟୁଆରରେ ଜଗନ୍ନାଥଙ୍କ ପାଖକୁ ଏହି ନିମନ୍ତ୍ରଣ ପତ୍ର ଯାଇଥିବା ବେଳେ ପରେ ପ୍ରଭୁ ନୃସିଂହ, ମା ବିମଳା,…

Read More
janatakhabar.in

ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବିଲ୍ ପାରିତ

ନୂଆଦିଲ୍ଲୀ : ଲୋକସଭାରେ ଆଜି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଓ କାର୍ଯ୍ୟାଳୟର ଅବଧି) ବିଲ୍, ୨୦୨୩ ପାରିତ ହୋଇଛି। ପୂର୍ବରୁ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇଥିଲା। ଖବର ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ର ତିନିଜଣ ସଦସ୍ୟଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ପ୍ରତିଷ୍ଠା କରିବା ଏହି ବିଲର ଲକ୍ଷ୍ୟ। ଗତ ମାର୍ଚ୍ଚରେ ଏକ ଐତିହାସିକ ଆଦେଶରେ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ…

Read More