JANATAKHABAR.IN

janatakhabar.in

ସାଇବର ଅପରାଧିଙ୍କ ଠକାମିର ଶିକାର ହେଲେ ଜୟପୁର ବିଧାୟକ

ଜୟପୁର : ସାଇବର ଅପରାଧିଙ୍କ ଠକାମିର ଶିକାର ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଢେଇ ଲକ୍ଷ ଟଙ୍କା ହରାଇଛନ୍ତି। ଲୋଭରେ ପଡ଼ି ଏହି ଦଶା ଭୋଗିଥିବା ଜଣାପଡିଛି। ଖବର ଅନୁଯାୟୀ ତାରା କହିଛନ୍ତି କିଛିଦିନ ତଳେ ତାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। ହିନ୍ଦୀରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ସିମେଣ୍ଟର ଡିଲରସିଫ୍ ନେବାକୁ କହିଥିଲେ। ଏକାସଙ୍ଗେ ୨ରୁ ୩ଟି ବ୍ରାଣ୍ଡର ସିମେଣ୍ଟ ଡିଲରସିଫ୍ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଡିଲରସିଫ ପାଇଁ…

Read More
janatakhabar.in

ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ‌ପାଇଁ ଲାଗୁ ହେବ ଡ୍ରେସ୍‌ କୋର୍ଡ

ପୁରୀ : ବିଶ୍ଵପ୍ରସିଦ୍ଧ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋର୍ଡ। ଏହା କୌଣସି ଏକ ରଂଗ ଓ ଡିଜାଇନରେ ସୀମିତ ରହିବନି। ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି। ଭକ୍ତଙ୍କ ପୋଷାକରେ ଶାଳୀନତା ନଥଲେ ମନ୍ଦିର ପ୍ରବେଶ ମନା। ଆସନ୍ତା ଜାନୁଆରି ପହିଲାରୁ ଏହି ନିୟମ ଲାଗୁ ହେବ। ଆସନ୍ତାକାଲି ଠାରୁ ଭକ୍ତମାନଙ୍କୁ ସଚେତନ କରାଇବ ଶ୍ରୀମନ୍ଦିର ପ୍ରଶାସନ। ଖବର ଅନୁଯାୟୀ ୨୦୨୪ ଜାନୁଆରି ୧ ତାରିଖ ଠାରୁ ସିଂହଦ୍ଵାରରେ ଶ୍ରୀଜଗନ୍ନାଥ…

Read More
janatakhabar.in

ଭୂମିତଳ ସୁଡ଼ଙ୍ଗ ଓ ବଙ୍କରରେ ଲୁଚିଛନ୍ତି ହମାସର ବଡ଼ ନେତା

ତେଲ୍ ଅଭିଭ୍ : ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍ ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି। ଏହି ଆକ୍ରମଣ ଭୟରେ ହମାସର କମାଣ୍ଡର ଓ ବରିଷ୍ଠ ନେତାମାନେ ଭୂତଳ ସୁଡ଼ଙ୍ଗ ଓ ବଙ୍କର ମଧ୍ୟରେ ଆତ୍ମଗୋପନ କରିଛନ୍ତି। ଖବର ଅନୁଯାୟୀ ଗାଜା ଉପତ୍ୟକାରେ ହମାସ ଭୂତଳ କଂକ୍ରିଟ ସୁଡ଼ଙ୍ଗ ଓ ବଙ୍କର ନିର୍ମାଣ କରିଛି। ଏହି ସୁଡ଼ଙ୍ଗଗୁଡ଼ିକୁ ଏପରି ଡିଜାଇନ୍ ହୋଇଛି ଏଗୁଡ଼ିକର ମୁହଁ…

Read More
janatakhabar.in

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୪୧ ଜଣିଆ ପ୍ରାର୍ଥୀ ତାଲିକା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଖବର ଅନୁଯାୟୀ ବିଜେପିର ଏହି ତାଲିକାରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ଦିୟା କୁମାରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ପ୍ରାର୍ଥୀ କରାଯାଇଛି। ଏଥିସହ ଅନେକ ବରିଷ୍ଠଙ୍କୁ ଟିକେଟ ମିଳିନି। ପୂର୍ବତନ ଉପରାଷ୍ଟ୍ରପତି ଭୈରବ ସିଂ ଶେଖାୱତଙ୍କ ଜ୍ୱାଇଁ…

Read More
janatakhabar.in

ଅକ୍ଟୋବର ୩୧ ଯାଏଁ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ଵର : ଅକ୍ଟୋବର ୩୧ ଯାଏଁ ବସ୍‌ ଧର୍ମଘଟ ସ୍ଥଗିତ ରଖିବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। ଖବର ଅନୁଯାୟୀ ବିଭିନ୍ନ ଦାବି ପୂରଣ ନେଇ ବସ୍‌ ମାଲିକ ସଂଘ ଆସନ୍ତା ୧୦ ତାରିଖରେ ବସ୍‌ ଧର୍ମଘଟ ଡାକରା ଦେଇଥିଲା। ଆଜି ସିଏମ୍ଓ ଓ ବସ୍ ମାଲିକ ସଂଘର ବୈଠକ ପରେ ଆଲୋଚନା ସକାରାତ୍ମକ ହୋଇଥିବା ବସ୍‌…

Read More
janatakhabar.in

ଏମାନେ ଘରକୁ ପ୍ରବେଶ ଅଶୁଭ

କୁହାଯାଏ ପଶୁ ପାଳିବା ଦ୍ୱାରା ମନୁଷ୍ୟର ପାପ କ୍ଷୟ ହୁଏ। କିନ୍ତୁ କିଛି ପଶୁ ଘରକୁ ଆସିଲେ ଅନିଷ୍ଟ ହୁଏ। ଏପରିକି ନକରାତ୍ମକ ପ୍ରଭାବ ପଡିବା ସହିତ ଦାରିଦ୍ର୍ୟତା ବୃଦ୍ଧି ପାଏ। କୁକୁର – ଘରେ କୁକୁର ପାଳିବା ଭଲ। ପରିଷ୍କାର କୁକୁର ସର୍ବଦା ସକାରାତ୍ମକତା ନେଇ ଚାଲିଥାଏ। ଅପରିଷ୍କାର କୁକୁର ପାଇଁ ନକରାତ୍ମକ ପ୍ରଭାବ ପଡେ। ଅପରିଷ୍କାର କୁକୁର ଘରକୁ ପ୍ରବେଶ କଲେ ଦାରିଦ୍ର୍ୟତା ଆସିଥାଏ ବୋଲି କୁହାଯାଏ। ପୂଜା କରିବା ସମୟରେ ଅପରିଷ୍କାର କୁକୁର…

Read More
janatakhabar.in

ଯୁବତୀଙ୍କୁ ଆତଙ୍କବାଦୀ ଅପହରଣ କରିନେଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଇସ୍ରାଏଲର ଜଣେ ଯୁବତୀଙ୍କୁ ହମାସ ଆତଙ୍କବାଦୀ ଅପହରଣ କରିନେଉଥିବା ଭିଡିଓ ଭାଇରାଲ ହେଉଛି। ମୋତେ ହତ୍ୟା କରନାହିଁ ବୋଲି ଯୁବତୀ ଜଣକ ଆତଙ୍କବାଦୀଙ୍କୁ ନେହୁରା ହେଉଛନ୍ତି। ତାଙ୍କୁ ବଳପୂର୍ବକ ବାଇକରେ ବସାଇ ନିଆଯାଉଥିବା ବେଳେ ଛାଡି ଦେବାପାଇଁ ସେ ଆକୁଳ ନିବେଦନ କରୁଛନ୍ତି। ସେହି ସ୍ଥାନରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଆତଙ୍କବାଦୀ କାବୁ କରିଥିବା ଦେଖିବାକୁ ମିଳୁଛି। ଖବର ଅନୁଯାୟୀ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହମାସ ଆତଙ୍କବାଦୀଙ୍କ ବର୍ବରତାକୁ…

Read More
janatakhabar.in

ହମାସ୍‌ ଆକ୍ରମଣ : ଭିଡିଓ କଲ୍‌ କରୁଥିବା ବେଳେ କେରଳୀ ନର୍ସ ଆହତ

କୋଚି : ଇସ୍ରାଏଲ୍‌ରେ କାମ କରୁଥିବା ଜଣେ କେରଳୀ ନର୍ସ ଭାରତରେ ବାସ କରୁଥିବା ସ୍ଵାମୀଙ୍କୁ ଭିଡିଓ କଲ୍‌ କରୁଥିବା ବେଳେ ହମାସ୍‌ ଆକ୍ରମଣରେ ଆହତ ହୋଇଛନ୍ତି। ଖବର ଅନୁଯାୟୀ ଏହି ମହିଳା ଜଣକ ହେଉଛନ୍ତି ଶୀଜା ଆନନ୍ଦ। ୭ ବର୍ଷ ହେବ ଇସ୍ରାଏଲ୍‌ରେ ରହୁଛନ୍ତି। ହମାସ୍‌ ଅପ୍ରତ୍ୟାଶିତ ଅତର୍କିତ ଆକ୍ରମଣରେ ସେ ନିରାପଦ ଥିଲେ ବୋଲି ଶୀଜା ଭାରତରେ ଥିବା ପରିବାରବର୍ଗଙ୍କୁ ଫୋନ୍‌ କରି କହୁଥିଲେ। ପରେ ସେ ପୁଣି ସ୍ଵାମୀଙ୍କ ପାଖକୁ କଲ୍‌ କରିବା…

Read More
janatakhabar.in

ଇସ୍ରାଏଲ୍‌ ଆକ୍ରମଣ ଯୋଜନାରେ ଇରାନ୍‌ ସହଯୋଗ କରିଥିଲା

ନୂଆଦିଲ୍ଲୀ :ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌ ଇସ୍ରାଏଲ୍‌ ଉପରେ କରିଥିବା ଆକ୍ରମଣ ଯୋଜନାରେ ଇରାନ୍‌ ସହାୟତା କରିଥିଲା। ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଏହି ରିପୋର୍ଟ କରିଛି। ଖବର ଅନୁଯାୟୀ ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍‌ବୋଲ୍ଲାର ବରିଷ୍ଠ ସଦସ୍ୟମାନେ ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌କୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଆୟୋଜିତ ଏକ ବୈଠକରେ ଇରାନ୍‌ ଆକ୍ରମଣକୁ ଅନୁମୋଦନ କରିଥିଲା। ଇସ୍ରାଏଲ୍‌ ଉପରେ ଜଳ, ସ୍ଥଳ…

Read More
janatakhabar.in

ନଭେମ୍ବର ୭ରୁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ପକ୍ଷରୁ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ନଭେମ୍ବର ୭ରୁ ମତଦାନ ଆରମ୍ଭ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର।। ଖବର ଆନଯାୟୀ ସୋମବାର ସାମ୍ୱାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ରାଜୀବ କୁମାର ଦେଇଥିବା ସୂଚନା ହେଲା ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୭ରୁ ଆରମ୍ଭ ହେବ। ଡିସେମ୍ବର ୩ରେ ଭୋଟ ଗଣତି।…

Read More