janatakhabar.in

ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଜି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରିବାର ଅଦାଲତଙ୍କ ରାୟକୁ କୋର୍ଟ ଖାରଜ କରିଛନ୍ତି। ଖବର ଅନୁଯାୟୀ ସାଂସଦ ଅନୁଭବ ଗୁରୁବାର ହାଇକୋର୍ଟରେ କହିଥିଲେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ। ବିବାହର ମୂଳ ଲକ୍ଷ୍ୟ ପୂରଣ ହୋଇପାରି ନଥିବା ବେଳେ ବୈବାହିକ ସଂପର୍କ ସେମାନଙ୍କ ମଧ୍ୟରେ ନାହିଁ।…

Read More
janatakhabar.in

ଦୁର୍ନୀତି ମାମଲାରେ ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌

ଚେନ୍ନାଇ : ଡିଏମ୍‌କେ ନେତା ତଥା ତାମିଲନାଡୁର ଶିକ୍ଷାମନ୍ତ୍ରୀ କେ. ପୋନମୁଡ଼ୀଙ୍କୁ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଆଜି ମାଡ୍ରାସ୍‌ ହାଇକୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ କରିଛନ୍ତି ୫୦ ଲକ୍ଷ ଟଙ୍କା ଜରିମାନା। ଖବର ଅନୁଯାୟୀ ୨୦୦୨ରେ ଦୁର୍ନୀତି ନିବାରଣ ଓ ଦୁର୍ନୀତି ନିରୋଧୀ ନିର୍ଦେଶାଳୟ ପୋନମୁଡ଼ୀ ଓ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଥି‌ଲା। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଏଆଇଏଡିଏମ୍‌କେ ସରକାର କ୍ଷମତାରେ ଥିବା ବେଳେ ଦୁହେଁ ୧.୪ କୋଟି ଟଙ୍କା ଅସାଧୁ…

Read More
janatakhabar.in

ରାତିରେ ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ଵର : ରାତିରେ ଜାତୀୟ ରାଜପଥରେ ଟ୍ରକ୍ ଓ ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମାଗଣାରେ ଚା’ ମିଳିବ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇ ଦିଆଯିବ। ରାସ୍ତାକଡର ହୋଟେଲ ଓ ଢାବାରୁ ସେମାନେ ମାଗଣାରେ ଚା’ ପିଇବା ସହିତ ବିଶ୍ରାମ ନେଇପାରିବେ। ତେବେ ଜାତୀୟ ରାଜପଥର କେଉଁ ହୋଟେଲ ଓ ଢାବାରେ ଡ୍ରାଇଭରଙ୍କ…

Read More
janatakhabar.in

ମୋଦିଙ୍କ ଗ୍ୟାରେଂଟି “ଶିଳ୍ପୀକୁଳ ହେବେ ସାମର୍ଥ୍ୟ ସମ୍ପନ୍ନ” : ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ପାରମ୍ପରିକ ବୃତ୍ତିକୁ ଆପଣାଇ ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କ ପାରମ୍ପରିକ ଅଭ୍ୟାସକୁ ଦକ୍ଷତାଯୁକ୍ତ କରିବା ପାଇଁ “ବିଶ୍ୱକର୍ମା ଯୋଜନା” ଆରମ୍ଭ କରିଥିଲେ। ଏହି ବିଶ୍ୱକର୍ମା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପାରିକ ବୃତ୍ତିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଗୁଡିକ ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତି କାରିଗର, ପଥର କଟାଳି, ମୋଚି,…

Read More
janatakhabar.in

ରାଜଧାନୀରେ ଛୁଆ ଅପହରଣ : ନାଟକ ରଚିଥିଲେ ମହିଳାଙ୍କ ଦୁଇ ସ୍ୱାମୀ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରେ ଛୁଆ ଅପହରଣ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଏହି ଅପହରଣର ନାଟକ ରଚିଥିଲେ ମହିଳାଙ୍କ ଦୁଇ ସ୍ଵାମୀ। ଖବର ଅନୁଯାୟୀ ଢେଙ୍କାନାଳ ଭୁବନର ବିଷ୍ଣୁ ପୃଷ୍ଟି ଏକ ସ’ ମିଲ୍‌ରେ କାମ କରନ୍ତି। ଭୁବନେଶ୍ୱର ଅନ୍ଧାରୁଆର ଶାନ୍ତିଲତା ମହାରଣାଙ୍କୁ ସେ ବିବାହ କରିଥିଲେ। ବିବାହର ୧୦ବର୍ଷ ପରେ ବିଷ୍ଣୁ କୁସଙ୍ଗରେ ପଡ଼ି ନିଶା ସେବନ କରିବା ସହିତ ଶାନ୍ତିଲତାଙ୍କୁ ଦେଉଥିଲେ ନିର୍ଯାତନା। ପ୍ରତିବାଦ କଲେ ମାଡ।…

Read More
janatakhabar.in

ମଦ୍ୟପାନ କରି ପିଟିବାରୁ ସ୍ୱାମୀଙ୍କୁ କରେଣ୍ଟ ଦେଇ ହତ୍ୟା

ନୂଆଦିଲ୍ଲୀ : ସବୁଦିନ ମଦ୍ୟପାନ କରି ପିଟୁଥିବାରୁ ସ୍ଵାମୀଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେଇ ହତ୍ୟାକଲା ପତ୍ନୀ। ଏହି ଘଟଣା ଆଗ୍ରାରେ ଘଟିଥିବା ଜଣାପଡିଛି। ଖବର ଅନୁଯାୟୀ ମହିଳା ଜଣକ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ଦୁଇଦିନ ଘରେ ବନ୍ଦ କରି ରଖିଥିଲେ। ଦୁର୍ଗନ୍ଧ ବାହାରିବାରୁ ସେ ଥାନାରେ ପହଞ୍ଚି ସୂଚନା ଦେଇଥିଲେ। ମୃତକଙ୍କ ନାଁ ନୀରଜ କୁଶୱା। ପତ୍ନୀ ପ୍ରୀତି ଓ ଦୁଇ ପିଲାଙ୍କ ସହ ନୀରଜ ନାଗଲା କାଞ୍ଚିଆନରେ ଭଡା ଘରେ ରହୁଥିଲେ। ଆଗ୍ରା…

Read More
janatakhabar.in

ନରେନ୍ଦ୍ର ସିଂ ତୋମାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି

ଭୋପାଳ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ହେଲେ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି। ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଖବର ଅନୁଯାୟୀ ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବିଧାନସଭାରେ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପି ଓ ବିରୋଧୀ ଦଳ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ ୧୬ତମ ମଧ୍ୟପ୍ରଦେଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନ ଅର୍ଥାତ ସୋମବାର sri ତୋମାର…

Read More
janatakhabar.in

ଲୋକସଭାରେ ୩ଟି ଅପରାଧିକ ଆଇନ ବିଲ୍ ଗୃହୀତ

ନୂଆଦିଲ୍ଲୀ : ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଆଜି ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି। ଏହି ବିଲ୍ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ ରହିଛି। ଏହା ଆଇନରେ ପରିଣତ ହେବା ପରେ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ…

Read More
janatakhabar.in

ବାକ୍ ସ୍ୱାଧୀନତାର ହତ୍ୟା କରୁଛି ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଏବେ ନିର୍ବାଚିତ ପ୍ରତିନିଧି ଶାସନ କରୁନାହାନ୍ତି। ଯାହା ଗଣତନ୍ତ୍ର ପାଇଁ ବିପଦ। ପୋଲିସକୁ ସରକାର ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି। ଗତକାଲି ସାମାଜିକ ଗଣମାଧ୍ୟମରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କ ଗିରଫରୁ ଏହା ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଖବର ଅନୁଯାୟୀ ଡ. ଲେଖାଶ୍ରୀ ଅଭିଯୋଗ କରିଛନ୍ତି ସାମାଜିକ ଗଣମାଧ୍ୟମରେ ସରକାର ଓ ପ୍ରଶାସନର ତ୍ରୁଟିକୁ ଦର୍ଶାଇଲେ ଆକ୍ରୋଶ…

Read More
janatakhabar.in

କଂଗ୍ରେସକୁ ଲକ୍ଷେ ୩୮ ହଜାର ଦାନ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ଵର : ଦଳୀୟ ପାଇଁ ପାଣ୍ଠି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗ୍ରେସକୁ ୧.୩୮ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି। ଖବର ଅନୁଯାୟୀ ଶ୍ରୀ ପଟ୍ଟନାୟକ ‘X’ରେ ଲେଖିଛନ୍ତି ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିର୍ବାଚନୀ ବଣ୍ଡ ଓ ଅନ୍ୟ ବାଟରେ ନିଜର ଆର୍ଥିକ ସ୍ଥିତିକୁ ବେଶ୍‌ ଭଲ ଭାବେ ପ୍ରଭାବିତ କରିପାରିଛନ୍ତି। ୧୩୮ ବର୍ଷ ପୁରୁଣା କଂଗ୍ରେସ ଦଳକୁ ପାଣ୍ଠି ଦାନ ପାଇଁ ମୁଁ ସମସ୍ତଙ୍କୁ ବିଚାର କରିବାକୁ ଅନୁରୋଧ କରୁଛି। ଏଥିସହ…

Read More