ଦୁଷ୍କର୍ମର ପ୍ରତିଶୋଧ ଗଣଦୁଷ୍କର୍ମରେ

ନୂଆଦିଲ୍ଲୀ : ଦୁଷ୍କର୍ମର ପ୍ରତିଶୋଧ ଗଣଦୁଷ୍କର୍ମରେ । ମଧ୍ୟ ପ୍ରଦେଶର ରିୱା ଜିଲ୍ଲାର ଗଡ଼ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣାଟି ଘିଟିଛ। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତର ଭଉଣୀକୁ ଗଣଦୁଷ୍କର୍ମ କରିଥିଲେ ପୀଡ଼ିତାଙ୍କର ଦୁଇ ଭାଇ । ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ , ଜଣେ ନାବାଳିକାଙ୍କ ସହ ୭ ମାସ ପୂର୍ବେ ଏହି ନୃଶଂସକାଣ୍ଡ  ଘଟିଥିଲା । ଏବେ ଅଭିଯୁକ୍ତଙ୍କର ୧୬ ବର୍ଷିୟା ଭଉଣୀ…

Read More

ସତହେଲା ସୁକୁଟି ସାହୁ ଗୀତ : ଗିରଫ ହେଲା ଫେସ୍‌ବୁକ ଆଞ୍ଜେଲ୍‌ ପ୍ରିୟା

ଭୁବନେଶ୍ୱର : ସୋଶାଲ୍‌ ମିଡ଼ିଆ ଫେସ୍‌ବୁକରେ ବନ୍ଧୁତା । ଆଉ ବନ୍ଧୁତା ଆଗକୁ ବଢ଼ିଲେ ଘରକୁ ଯାଉଥିଲା ପ୍ରସାଦ। ପ୍ରସାଦରେ ନିଶା ମିଶାଇ ଖାଇବାକୁ ଦେଇ ଲୁଟୁଥିଲା। ଏମିତିକା କାହାଣୀ ହେଉଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ହାତରେ ଧରାପଡ଼ିଥିବା ଆଉ ଜଣେ ଆଞ୍ଜେଲ୍‌ ପ୍ରିୟାର। ସେ ହେଉଛନ୍ତି ପିଉ ବିଶ୍ୱାସ। ତାଙ୍କୁ ପୁରୀରୁ ଗିରଫ କରିଛି କମିଶନରେଟ୍‌ ପୁଲିସ। ପଶ୍ଚିମବଙ୍ଗ ନିବାସୀ ପିଉ ବିଶ୍ୱାସ। ସେ ପୁରୀ ବଳିଆପଣ୍ଡାରେ ରୁହନ୍ତି। ସେ ଜଣେ ଚତୁର ମହିଳା। ସୋଶାଲ୍‌…

Read More

ଦଶମରେ ଗଣିତ ନଥିଲେ +୨ରେ ବିଜ୍ଞାନ, ବାଣିଜ୍ୟ ପଢ଼ିବା ମନା

ଭୁବନେଶ୍ୱର : ଦଶମ ଶ୍ରେଣୀରେ ଗଣିତ ବିଷୟରେ ଶିକ୍ଷା‌ ଗ୍ରହଣ କରି ନ ଥିଲେ ଯୁକ୍ତ୨ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ନାହିଁ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଚାଲିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଏକ ଅଜବ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ସିଆଇଏସ୍‌ସିଇ, ସିବିଏସ୍‌ଇ ବୋର୍ଡ ଅଧୀନରେ ଦଶମ ପାସ୍‌ କରିଥିବା ବହୁ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମଲେଖାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଆଗରୁ…

Read More
janatakhabar.in

ଏହି ୫ଟି ଅଭ୍ୟାସ ପୁରୁଷ ବନ୍ଧ୍ୟା(Infertility)ର କାରଣ !

ବ୍ୟସ୍ତମୟ ଜୀବନରେ ପୁରୁଷ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା କେତେବେଳେ ବନ୍ଦ କରିଦିଅନ୍ତି, ଏହା ସେ ମଧ୍ୟ ଜାଣନ୍ତି ନାହିଁ । ପୁରୁଷମାନଙ୍କର କେତେକ ଖରାପ ଅଭ୍ୟାସ (Men’s bad habits) ସେମାନଙ୍କର ଯୌନ ସ୍ୱାସ୍ଥ୍ୟ (sexual health) ପାଇଁ ଅତ୍ୟନ୍ତ ବିପଜ୍ଜନକ, ଯେଉଁଥିପାଇଁ ସେମାନଙ୍କର ଯୌନ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ । ପୁରୁଷମାନେ ତୁରନ୍ତ ଏହି ଖରାପ ଅଭ୍ୟାସକୁ ପରିବର୍ତ୍ତନ କରିବା ଉଚିତ୍, ଯାହା ଦ୍ୱାରା ସେମାନେ ସେମାନଙ୍କର ଯୌନାଙ୍ଗର ସ୍ୱାସ୍ଥ୍ୟରେ ଉନ୍ନତି…

Read More
janatakhabar.in

ଟିଭି ପରଦାରେ ବିଶ୍ୱ ଦେଖିବ ଓଡ଼ିଆ ଯୋଦ୍ଧାର ଗାଥା

ମୁମ୍ବାଇ : ଓଡ଼ିଆ ପୁଅର ବୀରତ୍ୱ ଜାଣିବ ସାରା ଦେଶ । ଷ୍ଟାର ପ୍ଲସରେ ପ୍ରସାରିତ ହେବ ଧାରାବାହିକ ‘ବିଦ୍ରୋହୀ’ ।  ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ଗତଶୀଳ କାହାଣୀ । କିପରି ଇଂରେଜଙ୍କ କଠୋର ଆଇନକୁ ବିରୋଧ କରିଥିଲା ପାଇକ ପୁଅ । ସଂଗ୍ରାମରେ ପଛକୁ ନଫେରି ଦେଖାଇଥିଲା ବୀରତ୍ୱ । ଏମିତି କିଛି କାହାଣୀ ଏବେ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇବାର ସୁଯୋଗ । ଆସନ୍ତା ଅକ୍ଟୋବରରୁ ପ୍ରସାରିତ ହେବ ଧାରାବାହିକ…

Read More
janatakhabar.in

ଡିଜେ ଶବ୍ଦ ପାଇଁ ୨ଘଣ୍ଟା ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର

ପାଟନା: ବିହାର ରାଜଧାନୀ ପାଟ୍‌ନାରେ ଏକ ହୋଟେଲ୍‌ରେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର। ଗାନ୍ଧୀ ମୈଦାନ ଥାନା ଅଧିନସ୍ଥ ନାମୀ-ଗିରାମୀ ହୋଟେଲ ରୁମ୍‌ ନମ୍ବର ୫୧୨ରେ କୋଲକାତାର ଜଣେ ମହିଳା ଆଙ୍କରଙ୍କୁ ଦୁଇଘଣ୍ଟା ଧରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ରାକ୍ଷସଙ୍କ କବଳରୁ ରକ୍ଷା ପାଇବା ପାଇଁ ମହିଳା ଆଙ୍କର ଜଣକ ଚିକ୍ତାର ବି କରୁଥିଲେ। ହେଲେ ଏପଟେ ହୋଟେଲ୍‌ରେ ହେଉଥିବା ୩ଟି ବାହାଘରର ମାଙ୍ଗଳିକ ବାଦ୍ୟରେ ମହିଳା ଆଙ୍କର ଚିତ୍କାର କାହାକୁ ଶୁଣାଯାଇନଥିଲା। ଦୁଷ୍କର୍ମକାରୀମାନେ ମଧ୍ୟ…

Read More
janatakhabar.in

ୟୁରିନ୍ ଇନଫେକ୍ସନର କାରଣ ଓ ଘରୋଇ ଉପଚାର

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ। ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠି…

Read More
janatakhabar.in

ବିଶ୍ୱବିଦ୍ୟାଳୟରେ ଗୁଳିମାଡ ଘଟି ୮ ମୃତ, ୧୪ ଆହତ

ନୂଆଦିଲ୍ଲୀ : ଋଷର ଏକ ବିଶ୍ୱବିଦ୍ୟାଳୟରେ ଆତତାୟୀଙ୍କ ଆତଙ୍କରାଜ । ଆଖିବୁଜା ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ । ତେବେ ଏଥିରେ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି । ଋଷର ପର୍ମ ସ୍ଥିତ ପରମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଗୁଳିମାଡ କରିଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ନିଜକୁ ତାଲା ପକାଇ ଦେଇଥିଲେ । ଏହାସହ କିଛି ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ।…

Read More
janatakhabar.in

ବଡ ଘୋଷଣା : ବେକାରୀଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା ଭତ୍ତା

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ଏବେ ଫୁଲ ଫର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ଏବେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମିଳୁଛି । ରବିବାର ଉତ୍ତରାଖଣ୍ଡର ହଲଦ୍ବାନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିଓ୍ବାଲ କହିଛନ୍ତି, ‘ଯଦି ଉତ୍ତରାଖଣ୍ଡ​‌ରେ ଆମ୍‌ ଆଦମୀ ସରକାର ଆସେ ତେବେ ବେକାରୀଙ୍କୁ ରୋଜଗାର ଦିଆଯିବ । ଯେ ପର୍ଯ୍ୟନ୍ତ…

Read More
janatakhabar.in

ଝାଡୁ ସହିତ ଜଡିତ କିଛି ନିୟମ

ଝାଡୁ ଆମ ଘରୁ ମଇଳା ଓ ଆବର୍ଜନା ବାହାର କରି ଘରକୁ ସଫା ରଖିବାରେ ସାହାଯ୍ୟ କରେ । ଯେଉଁ ଘରେ ସ୍ଵଚ୍ଛତା ରୁହେ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ । ସେଥିପାଇଁ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ସହ ଜଡିତ କିଛି ଉପାୟ ଜଣାଇବୁ । ଯାହା ଦ୍ଵାରା ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ…

Read More